ଏକୁଟିଆ ଫଟୋ ପୋଷ୍ଟ କରି ଟ୍ରୋଲର ଶିକାର ହେଲେ ଲଳିତ ମୋଦି
ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି ଲଳିତ ମୋଦି । ତେବେ ଏଥର ଆଇପିଏଲର ପ୍ରତିଷ୍ଠାତା କେବଳ ନିଜର ଏକୁଟିଆ ଫଟୋ ସେୟାର କରିଛନ୍ତି। ତେବେ ଏବେ ଲଳିତଙ୍କୁ ଏକୁଟିଆ ଦେଖି ୟୁଜର୍ସ ଟାର୍ଗେଟ କରିଛନ୍ତି ।
ମୁମ୍ବାଇ: ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି ଲଳିତ ମୋଦି । ତେବେ ଏଥର ଆଇପିଏଲର ପ୍ରତିଷ୍ଠାତା କେବଳ ନିଜର ଏକୁଟିଆ ଫଟୋ ସେୟାର କରିଛନ୍ତି। ତେବେ ଏବେ ଲଳିତଙ୍କୁ ଏକୁଟିଆ ଦେଖି ୟୁଜର୍ସ ଟାର୍ଗେଟ କରିଛନ୍ତି । ପୂର୍ବରୁ ମିସ୍ ୟୁନିଭର୍ସ ସୁସ୍ମିତା ସେନଙ୍କ ସହ ରୋମାଣ୍ଟିକ ଫଟୋ ସେୟାର କରି ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହୋଇଥିଲେ ।

ଗତ ଗତକାଲି ଲଲିତ ମୋଦି ଏକ ସ୍କାଏ ଷ୍ଟ୍ରାଇପ ସର୍ଟରେ ସେଲଫି ସେୟାର କରିଥିଲେ । ଏହି ସେଲଫି ସହିତ ଥିବା କ୍ୟାପସନରେ ସେ ଲେଖିଥିଲେ, ଗସ୍ତାଡରେ ଏକ ସୁନ୍ଦର ମୁହୂର୍ତ୍ତ, ଗ୍ରୀଷ୍ମ ସମୟରେ ଏଠାରେ ମଜା ହିଁ କିଛି ଅଲଗା । ଗସ୍ତାଡ୍ ସ୍ୱିଜରଲ୍ୟାଣ୍ଡର ଏକ ରିସୋର୍ଟ ଟାଉନ୍ । ବର୍ତ୍ତମାନ ଲଲିତ ସୋସିଆଲ ମିଡିଆରେ ଏହି ସେଲଫି ସେୟାର କରିବା ମାତ୍ରେ ୟୁଜର୍ସ କମେଣ୍ଟର ବର୍ଷା କରୁଛନ୍ତି । ଜଣେ ୟୁଜର ସିଧାସଳଖ ପଚାରିଛନ୍ତି, 'ସୁସ୍ମିତା ସେନ୍ ଜୀ କେଉଁଠି' ?
ବଲିଉଡର ସୁନ୍ଦରୀ ସୁସ୍ମିତା ସେନଙ୍କ ସହ ରୋମାଣ୍ଟିକ ଫଟୋ ସେୟାର କରି ଚର୍ଚ୍ଚାକୁ ଆସିଥିଲେ ଲଳିତ ମୋଦି । ସେ ସୁସ୍ମିତାଙ୍କ ସହ ଫଟୋ ସେୟାର କରି ଲେଖିଥିଲେ- Dating to each other । ଏହାପରେ ଚାରିଆଡେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହାର କିଛି ଦିନ ପରେ ସୁସ୍ମିତା ଏହି ପୋଷ୍ଟକୁ ନେଇ ମତ ରଖିଥିଲେ ।
-
ଭାରତ କିଣିବ ଋଷ ତେଲ, ଏମିତି କହିଲା ଆମେରିକା -
ଇରାନକୁ ସହର୍ଯ୍ୟା କରୁଛନ୍ତି ଚାଇନା ଓ ଋଷ ! ବଡ କଥା କହିଦେଲେ ବୈଦେଶିକ ମନ୍ତ୍ରୀ -
ଆମେରିକା ପାଇଁ ମହଙ୍ଗା ପଡୁଛି ଇରାନ ସହ ଯୁଦ୍ଧ; ୩୧ ହଜାର କୋଟିର ଖର୍ଚ୍ଚ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ଯୁଦ୍ଧ ଯୋଗୁ ପେଟ୍ରୋଲ-ଡିଜେଲ ସଙ୍କଟ, ଭାରତ ପାଖରେ ଏତିକି ଦିନ.... -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
ରବିବାର ମହାମୁକାବିଲା; ବିଶ୍ବକପ୍ ଫାଇନାଲ୍ରେ ଭାରତ-ନ୍ୟୁଜିଲାଣ୍ଡ -
ଦ୍ଧ ଭିତର ମିନିଟ୍ମ୍ୟାନ୍-୩ କ୍ଷେପଣାସ୍ତ୍ର ପରୀକ୍ଷଣ, ହିରୋସୀମାଠାରୁ କରିପାରେ.... -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଆପଣ ବି ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଉଛନ୍ତି କି? ଜାଣନ୍ତୁ..... -
ମୁଖ୍ୟମନ୍ତ୍ରୀ ହେବେ ନୀତିଶଙ୍କ ପୁଅ, ଦାବି କଲେ JDU ବିଧାୟକ











Click it and Unblock the Notifications