ଲଳିତ ମୋଦୀଙ୍କୁ ଡେଟ୍ କରୁଛନ୍ତି ଅଭିନେତ୍ରୀ ସୁସ୍ମିତା,ହୋଇନାହିଁ ବିବାହ

Lalit Modi dating Sushmita Sen .... after breakup with Rohman Shawl mind it not marriedଲଳିତ ମୋଦୀଙ୍କୁ ଡେଟ୍ କରୁଛନ୍ତି ଅଭିନେତ୍ରୀ ସୁସ୍ମିତା,ହୋଇନାହିଁ ବିବାହ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ସୁସ୍ମିତା । ନିଜ ପ୍ରେମ ଜୀବନ ପାଇଁ ଲାଇମଲାଇଟରେ ସୁସ୍ମିତା । ନିକଟରେ ରୋହନଙ୍କ ସହ ବ୍ରେକଅପ ଖବରକୁ ନେଇ ଖୁବ ଆଲୋଚନା ମଧ୍ୟ ହୋଇଥିଲା ।ରୋହମାନଙ୍କ ସହ ବ୍ରେକଅପ୍ ପରେ ସୁସ୍ମିତା ଲଲିତ କୁମାର ମୋଦୀଙ୍କୁ ଡେଟ କରୁଛନ୍ତି । ଲଲିତ ମୋଦି ନିଜେ ସୂଚନା ଦେଇଛନ୍ତି ଯେ ସେ ଏବଂ ସୁସ୍ମିତା ପରସ୍ପରକୁ ଡେଟ କରୁଛନ୍ତି।

SUSHMITA LALIT

ବାସ୍ତବରେ ଲଲିତ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଦୁଇଟି ଟ୍ୱିଟ୍ କରିଛନ୍ତି। ପ୍ରଥମ ଟ୍ୱିଟରେ ଲଲିତ ଏକ ସୁନ୍ଦର କ୍ୟାପସନ ଲେଖି ସୁଷମିତାଙ୍କୁ ନିଜ 'BETTERHALF'ବୋଲି ଲେଖିଛନ୍ତି । ଯାହା ପରେ ପ୍ରଶଂସକ କଳ୍ପନା କରିବା ଆରମ୍ଭ କରିଥିଲେ ଯେ ଦୁହେଁ ବିବାହ କରିସାରିଛନ୍ତି ବୋଲି । ଲଲିତଙ୍କ ଏହି ଟ୍ୱିଟ ଅଗ୍ନି ଭଳି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଏବଂ ଲୋକମାନେ ଅନୁମାନ କରିଥିଲେ ଯେ ଦୁହେଁ ବିବାହ କରିଛନ୍ତି । ତେବେ ଏହି ଟ୍ୱିଟ ପରେ ଲଲିତ ତାଙ୍କ ଅଫିସିଆଲ ଟ୍ୱିଟରରେ
ଅନ୍ୟ ଏକ ଟ୍ୱିଟରେ ସ୍ପଷ୍ଟ କରିଛନ୍ତି ଯେ ସେ ବିବାହ କରିନାହାଁନ୍ତି, କିନ୍ତୁ ଦୁହେଁ ପରସ୍ପରକୁ ଡେଟ କରୁଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+