ଅଭିନେତ୍ରୀ କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲଙ୍କୁ ହତ୍ୟା ଧମକ

Katrina Kaif, Vicky Kaushal Receive Death Threats:ଅଭିନେତ୍ରୀ କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲଙ୍କୁ ହତ୍ୟା ଧମକ

ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ ଓ ସ୍ୱାମୀ ଭିକ୍କି କୌଶଲଙ୍କୁ ହତ୍ୟା ଧମକ । ସୋସିଆଲ ମିଡିଆରେ ଅଭିନେତ୍ରୀ କଟ୍ରିନା ଓ ଭିକ୍କିଙ୍କୁ ଦିଆଯାଇଛି ଧମକ । ଅଜଣା ବ୍ୟକ୍ତି ଜଣଙ୍କ କ୍ୟାଟ୍ରିନା କୈଫଙ୍କ ସୋସିଆଲ ମିଡିଆରେ କମେଣ୍ଟରେ ଅସଭ୍ୟ ଭାଷାରେ ଗାଳିଦେବା ସହ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ହତ୍ୟା କରିବାକୁ ଧମକ ଦେଉଥିଲେ । ଥାନରେ ଅଭିଯୋଗ ପରେ ମୁମ୍ବାଇ ପୋଲିସ ଅଜ୍ଞାତ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରିଛି । ସୂଚନା ଅନୁସାରେ ଏହି ମାମଲା ମୁମ୍ବାଇର ସାନ୍ତାକୁଜ ଥାନାରେ ରୁଜୁ କରାଯା ଏବେ ତଦନ୍ତ ମଧ୍ୟ ଆରମ୍ଭ କରିଛି ।

katrina

ରିପୋର୍ଟ ଅନୁସାରେ ମୁମ୍ବାଇ ସାଇବର ପୋଲିସକୁ ସଂପୃକ୍ତ ବ୍ୟକ୍ତିଙ୍କ ପରିଚୟ ମିଳିସାରିଛି । ବ୍ୟକ୍ତି ଜଣଙ୍କ ଅଭିନେତ୍ରୀ କ୍ୟାଟ୍ରିନାଙ୍କ ସୋସିଆଲ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ହତ୍ୟା କରିବାକୁ ଧମକ ଦେଇଛି । ପୋଲିସ ତରଫରୁ ଅଭିଯୁକ୍ତଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ କରାଯାଇଛି । ଭାରତୀୟ ଦଣ୍ଡବିଧାନ ଆଇନର ଧାରା ୫୦୬ (ଖ) ୫୩୪ (ଡି)କ୍ରମରେ ମାମଲା ରୁଜୁ ହୋଇଛି । କିଛି ଦିନ ପୂର୍ବରୁ ସଲମାନଙ୍କ ଖାନଙ୍କୁ ମଧ୍ୟ ହତ୍ୟା ଧମକ ଦିଆଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+