ଗୁଗୁଲରେ ସର୍ବାଧିକ ସର୍ଚ୍ଚ କରାଯାଇଥିବା ଅଭିନେତ୍ରୀ ହେଲେ କ୍ୟାଟ୍ରିନା କୈଫ୍
ଗୁଗୁଲରେ ସର୍ବାଧିକ ସର୍ଚ୍ଚ କରାଯାଇଥିବା ଅଭିନେତ୍ରୀ ହେଲେ କ୍ୟାଟ୍ରିନା କୈଫ୍
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଗୁଗୁଲରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ଏସୀୟା ଅଭିନେତ୍ରୀ କଟ୍ରିନା କୈଫ୍ । ଗୁଗୁଲରେ ନିକଟରେ ଟପ୍ ୧୦ ମୋଷ୍ଟ ସର୍ଚ୍ଚ ଏସିଆର ତାଲିକା ପ୍ରକାଶ କରିଛି । କ୍ୟାଟ୍ରିନା କୈଫ ୨୦୨୨ ମସିହାରେ ଗୁଗଲରେ ସବୁଠାରୁ ଅଧିକ ଖୋଜା ଯାଇଥିବା ଏସୀୟ ଅଭିନେତ୍ରୀ । ଆଲିଆ ଭଟ୍ଟ ଏବଂ ପ୍ରିୟଙ୍କା ଚୋପ୍ରାଙ୍କୁ ପଛରେ ପକାଇ ଏହି ତାଲିକାରେ ଶୀର୍ଷରେ ରହିଛନ୍ତି କ୍ୟାଟ୍ । ଶ୍ରେଷ୍ଠ ୧୦ ତାଲିକାରେ କ୍ୟାଟ୍ରିନା ସପ୍ତମ, ଆଲିଆ ଅଷ୍ଟମ ଏବଂ ପ୍ରିୟଙ୍କା ନବମ ସ୍ଥାନରେ ରହିଛନ୍ତି ।

ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି ଦକ୍ଷିଣ କୋରିଆ ବ୍ୟାଣ୍ଡ ବିଟିଏସ୍ ଫାଇଭ୍ । ଏହି ବ୍ୟାଣ୍ଡର ପ୍ରଶଂସକମାନେ କେବଳ କୋରିଆରେ ନୁହେଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ଦୁଇ ନମ୍ବରରେ ଜଙ୍ଗକୁକ୍ ରହିଛନ୍ତି, ଯିଏ ନିଜେ ବିଟିଏସ୍ ବ୍ୟାଣ୍ଡର ଟିମ୍ ମେମ୍ବର । ଭାରତୀୟ କ୍ରିକେଟର ବିରାଟ କୋହଲି ତୃତୀୟ ସ୍ଥାନରେ ରହିଛନ୍ତି । ଚତୁର୍ଥ ନମ୍ବରରେ ଜିମିନ, ପଞ୍ଚମ ନମ୍ବରରେ ଦିବଙ୍ଗତ ଗାୟିକା ଲତା ମଙ୍ଗେଶକର ଏବଂ ଷଷ୍ଠ ନମ୍ବରରେ ଦକ୍ଷିଣ କୋରିଆର ଗାୟକ ଲିସାଙ୍କୁ ସ୍ଥାନ ମିଳିଛି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications