ସ୍କୁଲ ପିଲାଙ୍କ ସହ ଡ୍ୟାନ୍ସ କଲେ କ୍ୟାଟ୍ରିନା, ଦେଖନ୍ତୁ ଭିଡିଓ

ସ୍କୁଲ ପିଲାଙ୍କ ସହ ଡ୍ୟାନ୍ସ କଲେ କ୍ୟାଟ୍ରିନା, ଦେଖନ୍ତୁ ଭିଡିଓ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ । ନିଜ ଅଭିନୟ, ଡ୍ୟାନ୍ସରେ ଦର୍ଶକଙ୍କୁ କରନ୍ତି ମତୁଆଲା । କାଲା ଚଷମା, ଚିକନି ଚମେଲି, ଶିଲା କି ଜୱାନି ଆଦି ସୁପରହିଟ୍ ଗୀତରେ ତାଙ୍କ ଡ୍ୟାନ୍ସ ଚାରଚାନ୍ଦ ଲଗାଇଥିଲା । ଯାହାକୁ ବେଶ ଲୋକପ୍ରିୟତା ମଧ୍ୟ ମିଳିଥିଲା । ଏବେ ଅଭିନେତ୍ରୀଙ୍କର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଭିନ୍ନ ଭିନ୍ନ ଗୀତରେ କିଛି ସ୍କୁଲ ପିଲାଙ୍କ ସହ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି କ୍ୟାଟ୍ ।

Katrina Kaif

ସିମ୍ପଲ ଲୁକରେ ଆସିଲେ ନଜର
ଜଣେ ଟ୍ୱିଟର ୟୁଜର ଏହି ଭିଡିଓ ସେୟାର କରିଛନ୍ତି, ଏହି ଭିଡିଓଟି ମାଉଣ୍ଟେନ୍ ଭ୍ୟୁ ସ୍କୁଲର ବୋଲି ସୂଚନା ରହିଛି । ଯେଉଁଠି ଅଭିନେତ୍ରୀ ସ୍କୁଲ ପିଲାମାନଙ୍କ ସହିତ ଏକ ଇଭେଣ୍ଟରେ ନଜର ଆସୁଛନ୍ତି। ଏହି ସମୟରେ ଅଭିନେତ୍ରୀ ଅତି ସିମ୍ପଲ ଲୁକରେ ନଜର ଆସିଥିଲେ । ଦକ୍ଷିଣର ଲୋକପ୍ରିୟ ଗୀତ 'Malama Pitha Pitha'ରେ ପିଲାମାନଙ୍କ ସହ ନାଚିଥିଲେ ।

ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଅଭିନେତ୍ରୀ ଫିଲ୍ମ "ଫୋନ ଭୁତ" ରେ ନଜର ଆସିବେ ଏହା ସହ ତାଙ୍କୁ ମେରୀ ଖ୍ରୀଷ୍ଟମାସରେ ମଧ୍ୟ ଦେଖିବା ପାଇଁ ମିଳିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+