Get Updates
Get notified of breaking news, exclusive insights, and must-see stories!

'ଚନ୍ଦୁ ଚାମ୍ପିଅନ'ରୁ କାର୍ତ୍ତିକ ଆର୍ଯ୍ୟନଙ୍କ ପ୍ରଥମ ଲୁକ୍ ହେଲା ରିଲିଜ୍

Chandu Champion Poster: କାର୍ତ୍ତିକ ଆର୍ଯ୍ୟନ ବର୍ତ୍ତମାନ ବଲିଉଡର ଜଣେ ଆଗଧାଡିର ଅଭିନେତା ମାନଙ୍କ ମଧ୍ୟରୁ ଜଣେ । ସୋସିଆଲ ମିଡିଆରେ ମଧ୍ୟ ତାଙ୍କ କ୍ରେଜ୍ ରହିଛି । ଫ୍ୟାନ୍ସ ନିଜ ପ୍ରିୟ କଳାକାରଙ୍କ ବିଷୟରେ ସବୁ ଛୋଟ ବଡ଼ ଅପଡେଟ୍ ଜାଣିବା ପାଇଁ ଚାହାଁନ୍ତି । ତେବେ ଆଜି କାର୍ତ୍ତିକଙ୍କର ଏକ ଫଟୋ ଲାଇମ ଲାଇଟରେ ରହିଛି । ତାଙ୍କର ଆଗାମୀ ଚଳଚ୍ଚିତ୍ର 'Chandu Champion'
ଏକ ଫଟୋ ରିଲିଜ୍ କରାଯାଇଛି । ଯେଉଁଥିରେ ଅଭିନେତାଙ୍କୁ ଚିହ୍ନିବା କଷ୍ଟକର, ହେଲେ ବେଶ ଧମଦାର ରହିଛି ତାଙ୍କ ଲୁକ୍ ।

Chandu Champion

ତାଙ୍କର ଏହି ଲୁକ୍ ଦେଖି ସାରିବା ପରେ ଫ୍ୟାନ୍ସ ବେଶ୍ ଉତ୍ସାହିତ । ଚଳଚ୍ଚିତ୍ର ସମ୍ବନ୍ଧୀୟ ପ୍ରତ୍ୟେକ ସୂଚନା ନିର୍ମାତା ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି । ବର୍ତ୍ତମାନ ଏହି ଚଳଚ୍ଚିତ୍ରର ପୋଷ୍ଟର ରିଲିଜ ହୋଇଛି ଯାହା କାର୍ତ୍ତିକ ଆର୍ଯ୍ୟନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏଥିରେ ତାଙ୍କର ଏକ ଭିନ୍ନ ଲୁକ ଦେଖିବା ପାଇଁ ମିଳୁଛି, ଯାହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି ।

ତାଙ୍କ ଲୁକର ବେଶ ପ୍ରଶଂସା କରାଯାଉଛି । କାର୍ତ୍ତିକ ଆର୍ଯ୍ୟନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ 14 ମେ 2024 ସନ୍ଧ୍ୟାରେ ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ଚଳଚ୍ଚିତ୍ର ପୋଷ୍ଟର ଏକ ଗେଟ୍ ବାହାରେ ପଡିଥିବାର ଦେଖିବାକୁ ମିଳୁଛି ।

ସାଜିଦ ନାଦିଆଡୱାଲା ଏବଂ କବୀର ଖାନଙ୍କ ଏହି ଚଳଚ୍ଚିତ୍ର 14 ଜୁନ୍ 2024 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ଯାଉଛି । Chandu Champion ପୋଷ୍ଟରରେ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କୁ ଏକ ଗାମୁଛା ପିନ୍ଧି ଦୌଡୁଥିବାର ଦେଖିବାକୁ ମିଳୁଛି । ଏହି ଚଳଚ୍ଚିତ୍ରର କାହାଣୀ ମୁର୍ଲିକାନ୍ତ ପେଟକରଙ୍କ ଜୀବନ ଉପରେ ଆଧାରିତ | ସେ ଜଣେ ସ୍ୱର୍ଣ୍ଣ ପଦକ ବିଜେତା ଯିଏ 1970 କମନୱେଲଥ ଗେମ୍ସରେ ଏବଂ ପରେ ଜର୍ମାନୀରେ ଆୟୋଜିତ 1972 ପାରାଲିମ୍ପିକ୍ସରେ ଦେଶ ପାଇଁ ସୂର୍ଣ୍ଣ ପଦକ ଜିତିଥିଲେ । ଏହି ଚଳଚ୍ଚିତ୍ର ଥିଏଟର ପରେ OTT ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ରିଲିଜ୍ ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+