Get Updates
Get notified of breaking news, exclusive insights, and must-see stories!

ଚର୍ଚ୍ଚାର କରୀନାଙ୍କ ୧ ଲକ୍ଷ ୮୦ ହଜାର ମୂଲ୍ୟର ଡ୍ରେସ୍, ଦେଖନ୍ତୁ ବେବୋଙ୍କର ଏହି ଖାସ୍ ଲୁକ୍

ଚର୍ଚ୍ଚାର କରୀନାଙ୍କ ୧ ଲକ୍ଷ ୮୦ ହଜାର ମୂଲ୍ୟର ଡ୍ରେସ୍, ଦେଖନ୍ତୁ ବେବୋଙ୍କର ଏହି ଖାସ୍ ଲୁକ୍

ମୁମ୍ବାଇ: ବଲିଉଡର ବେବୋ ଅର୍ଥାତ୍ କରୀନା କପୁର ଖାନ୍ ନିଜର ଅନନ୍ୟ ଫ୍ୟାଶନ୍ ଏବଂ ଷ୍ଟାଇଲ୍ ପାଇଁ ଲାଇମଲାଇଟରେ ରହିଥା'ନ୍ତି । ନିକଟରେ ଦୀପାବଳି ପାର୍ଟିରେ ଅଭିନେତ୍ରୀ ଏକ ବ୍ଲାକ ଆଉଟ୍ ଫିଟରେ ନଜର ଆସିଥିଲେ । ଯେଉଁଥିରେ ତାଙ୍କ ହଟ୍ ଆଣ୍ତ୍ ଗ୍ଲାମର ଅନ୍ଦାଜକୁ ବେଶ୍ ପସନ୍ଦ କରିଥିଲେ ବେବୋଙ୍କ ଫ୍ୟାନ୍ସ । ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କର ଏହି ଲୁକକୁ ନେଇ ଖୁବ ଚର୍ଚ୍ଚା ଓ ପ୍ରଶଂସା ମଧ୍ୟ ହୋଇଥିଲା । ବେବୋଙ୍କ ଏହି ପୋଷାକ ଯେତିକି ସୁନ୍ଦର ତାର ମୂଲ୍ୟ ମଧ୍ୟ ସେତିକି ଅଧିକ ।

kareena kapoor
ଚର୍ଚ୍ଚାରେ କରୀନାଙ୍କ ଡ୍ରେସ୍
ବାସ୍ତବରେ, କିଛି ଦିନ ପୂର୍ବରୁ, କରୀନା Sweetheart Necklineର ଏକ କଳା ରଙ୍ଗର ଫିଟ୍ ଡ୍ରେସ ପିନ୍ଧି ଏକ ଦୀପାବାଳି ପାର୍ଟିରେ ପହଁଚିଥିଲେ । କରୀନାଙ୍କ ଏହି ପୋଷାକ Ralph Laurenର ଥିଲା । ଯାହାର ମୂଲ୍ୟ ଲକ୍ଷରେ । ତେବେ ସୋସିଆଲ ମିଡିଆ ରିପୋର୍ଟ ଓ alph Lauren ୱେବସାଇଟ୍ ଅନୁସାରେ କରୀନାଙ୍କର ଏହି ଡ୍ରେସର ମୂଲ୍ୟ 1 ଲକ୍ଷ 82 ହଜାର ଟଙ୍କା । କରୀନାଙ୍କ ଏହି ଲୁକ୍ ମଧ୍ୟ ଖୁବ ଚର୍ଚ୍ଚାରେ ରହିଛି । ପ୍ରଶଂସକମାନେ ବେବୋଙ୍କ ଏହି ପୋଷାକ ଓ ତାଙ୍କ ଲୁକର ଖୁବ ପ୍ରଶଂସା କରିଥିଲେ ।

ସୋସିଆଲ ମିଡିଆରେ କରୀନାଙ୍କ ରାଜ୍
ତେବେ କରୀନାଙ୍କର ଏହି ସିମ୍ପଲ ଲୁକ ଥିଲା ସବୁଠୁ ଭିନ୍ନ । ବ୍ଲାକ୍ କଲର ଡ୍ରେସ ସହ ସବୁଜ ରଙ୍ଗର ଏକ ଇୟରିଙ୍ଗ ତାଙ୍କ ଲୁକକୁ କମ୍ପଲିଟ୍ କରିଥିଲା । ସ୍ମୋକି ଆଇ ମେକଅପ୍, ହାଇ ହିଲ୍ ଏବଂ ପନିଟେଲ୍ ତାଙ୍କ ଲୁକରେ ଚାରଚାନ୍ଦ ଲଗାଇଥିଲା । ତେବେ ଶେଷ ଧର କରୀନାଙ୍କୁ ଆମୀର ଖାନଙ୍କ ଫିଲ୍ମ ଲାଲ୍ ସିଂ ଚଢାରେ ଦେଖିବା ପାଇଁ ମିଳିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+