Get Updates
Get notified of breaking news, exclusive insights, and must-see stories!

ଟେଲିପ୍ରମ୍ପଟର ଦେଖି ଡାଏଲଗ କୁହନ୍ତି କପିଲ !

ଟେଲିପ୍ରମ୍ପଟର ଦେଖି ଡାଏଲଗ କୁହନ୍ତି କପିଲ !

The Kapil Sharma Show: କମେଡି କିଙ୍ଗ୍ କପିଲ ଶର୍ମା ଆଜି ସମଗ୍ର ବିଶ୍ୱରେ ଜଣେ ପ୍ରସିଦ୍ଧ, ଲୋକପ୍ରିୟ ହାସ୍ୟ ଅଭିନେତା । ତାଙ୍କର କମେଡି ସୋ 'ଦ କପିଲ ଶର୍ମା ସୋ'ର କ୍ରେଜ୍ ଏବଂ ଫ୍ୟାନ୍ ଫଲୋଇଙ୍ଗ୍ ବେଶ୍ ଅଧିକ । ନିଜ କମେଡି ଏବଂ ସେନ୍ସ ଅଫ୍ ହ୍ୟୁମର ପାଇଁ ଲକ୍ଷ ଲକ୍ଷ ଦର୍ଶକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ମନରେ ମଧ୍ୟ କପିଲ କରନ୍ତି ରାଜ । ହେଲେ କିଛି ଦିନ ହେଲେ କପିଲଙ୍କ ସମସ୍ୟା ବଢାଇଛି ଏକ ଭାଇରାଲ ଭିଡିଓ ।

KAPIL SHARMA

ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି କ୍ଲିପ୍ କପିଲ ଶର୍ମାଙ୍କ ସୋ'ରୁ ଆସିଛି, ଯାହାକୁ ଜଣେ ୟୁଜର୍ ସେୟାର କରିଛନ୍ତି । ଭିଡିଓରେ କପିଲ ଶର୍ମା ନିଜେ ଜୋକ କହିବା ପରିବର୍ତ୍ତେ ଟେଲିପ୍ରମ୍ପଟର ଦେଖି ଡାଏଲଗ କହୁଥିବାର ଦେଖିବା ପାଇଁ ମିଳୁଛି । ଜଣେ ୟୁଜର ଭିଡିକୁ ଜୁମ୍ କରି କପିଲ ଶର୍ମାଙ୍କ ପଛରେ ଚାଲୁଥିବା ଏକ ୱିଣ୍ତୋ ସ୍କ୍ରିନରେ ଟେଲିପ୍ରମ୍ପଟର ଦୃଶ୍ୟମାନ ହେଉଛି । ତେବେ ଏହି ଭିଡିଓ ସେୟାର କରିବା ପରେ ଚର୍ଚ୍ଚା ବଢିବାରେ ଲାଗିଛି ଏବଂ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ଏହି ଭିଡିଓ । ଯେଉଁଥି ପାଇଁ ଏବେ ଟ୍ରୋଲର ଶିକାର ହେଉଛନ୍ତି କପିଲ ଶର୍ମା ।


ସୋସିଆଲ ମିଡିଆରେ ଲୋକମାନେ କପିଲ ଶର୍ମାଙ୍କୁ ପରିହାସ କରୁଛନ୍ତି । ସେହିପରି କିଛି ଦର୍ଶକ କପିଲ ଶର୍ମାଙ୍କୁ ସମର୍ଥନ ମଧ୍ୟ କରୁଛନ୍ତି । ପ୍ରଶଂସକମାନେ କହିଛନ୍ତି ଯେ, ସ୍କ୍ରିପ୍ଟ ପଢି କାଥ କହିବାର ଅସୁବିଧା କ'ଣ ଅଛି । ଛୋଟ ପରଦାର ସବୁଠାରୁ ପ୍ରିୟ ଶୋ 'କପିଲ ଶର୍ମା ଶୋ' । ଏହା ମଧ୍ୟ ଟିଆରପି ତାଲିକାରେ ପ୍ରାଧାନ୍ୟ ବିସ୍ତାର କରିଚାଲିଛି । ଏହାର ନୂତନ ସିଜିନ୍ କିଛି ମାସ ପୂର୍ବରୁ ଆରମ୍ଭ ହୋଇଛି ଏବଂ ଦର୍ଶକ ଏହାକୁ ବେଶ୍ ପସନ୍ଦ କରୁଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+