ଗୀତ ଚୋରିକୁ ନେଇ ବିବାଦ ଘେରରେ କନ୍ନଡ ଫିଲ୍ମ 'କାନ୍ତାରା’
ଗୀତ ଚୋରିକୁ ନେଇ ବିବାଦ ଘେରରେ କନ୍ନଡ ଫିଲ୍ମ 'କାନ୍ତାରା’ । ଆଇନଗତ ପଦକ୍ଷେପ ପାଇଁ ଦାବି କଲେ କେରଳର ଏକ ବ୍ୟାଣ୍ଡ।
ମୁମ୍ବାଇ: କନ୍ନଡ ଫିଲ୍ମ 'କାନ୍ତାରା' କିଛି ଦିନ ହେବ ଚର୍ଚ୍ଚାର ବିଷୟ ପାଲଟିଛି। କିନ୍ତୁ ଫିଲ୍ମରେ କିଛି ଜିନିଷକୁ ନେଇ ଏବେ ଦେଖାଦେଇଛି ବିବାଦ । ଫିଲ୍ମର ଦୃଷ୍ୟ ଏବଂ କାହାଣୀ ସମସ୍ତଙ୍କର ପସନ୍ଦ ଆସିଥିବା ବେଳେ ଅନେକ ଏହାର ନବରସମ ଗୀକୁ ଚୋରି ହୋଇଥିବା ଅଭିଯୋଗ କରିଛନ୍ତି ।

ଏଭଳି କରିବା ସହିତ କପିରାଇଟର ସଂପୂର୍ଣ୍ଣ ଉଲଂଘନ ହୋଇଥିବା ଦାବି କରିଛି ବ୍ୟାଣ୍ଡ । ନିଜର ଅସନ୍ତୋଷ ସୋଶାଳ ମିଡିଆରେ ସେୟାର କରିଛି । କେବଳ ଏତିକି ନୁହେଁ ଫିଲ୍ମ ନିର୍ମାତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଯଥାଶୀଘ୍ର ଏନେଇ ପଦକ୍ଷେପ ନିଆଯାଉ ବୋଲି ଦାବି କରିଛି ।












Click it and Unblock the Notifications