ଜନ୍ ଅବ୍ରହାମଙ୍କ ଦମଦାର ଲୁକ୍, 'ଗଣତନ୍ତ୍ରଦିବସରେ' ହେବ ଫିଲ୍ମ 'Tehran' ରିଲିଜ୍
john-abraham-reveals-first-look-from-new-film-tehranଜନ୍ ଅବ୍ରହାମଙ୍କ ଦମଦାର ଲୁକ୍, 'ଗଣତନ୍ତ୍ରଦିବସରେ' ହେବ ଫିଲ୍ମ 'Tehran' ରିଲିଜ୍
ମୁମ୍ବାଇ: ନିଜ ଚଳଚ୍ଚିତ୍ର ପାଇଁ ଆଜିକାଲି ଖୁବ ଚର୍ଚ୍ଚା ଅଛନ୍ତି ଜନ୍ ଅବ୍ରହାମ । ନିକଟରେ ତାଙ୍କ ଫିଲ୍ମ 'ଏକ ଭିଲେନ୍ ରିଟର୍ନସ୍ ଟ୍ରେଲର ରିଲିଜ୍ ହୋଇଥିଲା ଯେଉଁଥିରେ ତାଙ୍କ ଲୁକକୁ ବହୁତ ପସନ୍ଦ କରିଥିଲେ ପ୍ରଶଂସକ ।
ଏହା ବ୍ୟତୀତ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ପଠାନ'ର ସୁଟିଂ ମଧ୍ୟ ସେ ଶେଷ କରିଛନ୍ତି। ଏବେ ଅଭିନେତା ତାଙ୍କର ଆଗାମି ଫିଲ୍ମ 'Tehran'ର ସୁଟିଂ ମଧ୍ୟ ଆରମ୍ଭ କରିବା ପାଇଁ ଯାଉଛନ୍ତି । ଜନ୍ ଦୀନେଶ ଭିଜାନଙ୍କ ଏହି ଫିଲ୍ମର ସୁଟିଂ ଆଜିଠୁ ଅର୍ଥାତ୍ ଜୁଲାଇ 11ରୁ ଆରମ୍ଭ କରିଛନ୍ତି । ଏହା ସହିତ ସେ ଏହି ଚଳଚ୍ଚିତ୍ରରୁ ନିଜ ଲୁକ୍ ମଧ୍ୟ ସେୟାର କରିଛନ୍ତି ।
ଜନ୍ ଆବ୍ରାହମ୍ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'Tehran'ର ଟିଜର ପୋଷ୍ଟର ରିଲିଜ୍ କରିଛନ୍ତି। ଏହି ପୋଷ୍ଟରରେ ତାଙ୍କର ଷ୍ଟ୍ରଙ୍ଗ ଓ ଇନଟେନ୍ସ ଲୁକ ଦେଖିବା ପାଇଁ ମିଳୁଛି ।ପୋଷ୍ଟର ସେୟାର କରିବା ସହିତ ଜନ୍ ଲେଖିଛନ୍ତି, 'ଗଣତନ୍ତ୍ରଦିବସ 2023 ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ମୋର ଆସନ୍ତା ଫିଲ୍ମ ହେବ 'ତେହେରାନ' ଯାହା ଅରୁଣ ଗୋପାଳଙ୍କ ଦ୍ୱାରା ନିର୍ଦ୍ଦେଶିତ ହେବ। ଅଭିନେତାଙ୍କ ଏହି ଫିଲ୍ମ ଆକ୍ସନ୍ ଥ୍ରୀଲର ସହିତ ଏକ ପ୍ରକୃତ ସତ୍ୟଘଟଣା ଉପରେ ଆଧାରିତ ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଅରୁଣ ଗୋପାଳ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ । ବାଦଲାପୁର', 'ସ୍ତ୍ରୀ' ଏବଂ 'ମିମି' ଭଳି ହିଟ୍ ଫିଲ୍ମ କରିଥିବା ଦୀନେଶ ଭିଜାଇ ଏହି ଫିଲ୍ମର ପ୍ରଯୋଜନା କରୁଛନ୍ତି। ତେବେ ଫିଲ୍ମର ଅଭିନେତ୍ରୀଙ୍କ ନା'ର ଘୋଷଣା ଏବେ କରାଯାଇ ନାହିଁ ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications