ରିଲିଜ୍ ହେଲା 'ଜୱାନ୍': ଶାହାରୁଖ କରୁଛନ୍ତି ଧମାଲ୍, ଜାଣନ୍ତୁ କ'ଣ କହୁଛନ୍ତି ଫ୍ୟାନ୍ସ
Jawan Review: ଆଜି ପ୍ରେକ୍ଷାଳୟରେ ଶାହାରୁଖ ଖାନଙ୍କ ଫିଲ୍ମ 'ଜୱାନ' ମୁକ୍ତିଲାଭ କରିଛି । କିଙ୍ଗ୍ ଖାନଙ୍କ ଫିଲ୍ମର ଫାଷ୍ଟ ଡେ'ରେ ଫାଷ୍ଟ ଶୋ' ଦେଖିବା ପାଇଁ ଉତ୍ସାହିତ ଫ୍ୟାନ୍ସ । ସିନେମା ହଲରେ ନାହିଁ ନଥିବା ଭିଡ଼ । କେବଳ ଏତିକି ନୁହେଁ, ଦେଶର ପ୍ରତ୍ୟେକ ସିନେମା ହଲ ବାହାରେ ଫ୍ୟାନ୍ସ କରୁଛନ୍ତି ଧମାଲ୍ କେଉଁଠି ବାଣ ଫୁଟାଇ ତ କେଉଁଟି ଫିଲର ବର୍ଷା କରି କିଙ୍ଗ ଖାନଙ୍କର କରୁଛନ୍ତି ପ୍ରଶଂସା ।
ଶାହରୁଖ ଖାନଙ୍କ ଚଳଚ୍ଚିତ୍ର ରିଲିଜ୍ ତାରିଖକୁ ଏକ ଉତ୍ସବ ପରି ସେଲିବ୍ରେଟ କରୁଛନ୍ତି ଲୋକେ । ସିନେମା ଦେଖିବା ପରେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କର Review ଆସିବା ଆରମ୍ଭ ହୋଇଯାଇଛି । ସମସ୍ତେ ଶାହାରୁଖ ଖାନଙ୍କ ଫିଲ୍ମ 'ଜୱାନ'ର ପ୍ରଶଂସା କରୁଛନ୍ତି । ପ୍ରଶଂସକମାନେ ଏହାକୁ ଏକ ବ୍ଲକବଷ୍ଟର ହିଟ୍ ବୋଲି କହିବା ଆରମ୍ଭ କରିଦେଇଛନ୍ତି ।

'ଜୱାନ'ରେ ଶାହାରୁଖ ଖାନଙ୍କ ସହ ନୟନତାର, ସାନିଆ ମଲହୋତ୍ରା, ପ୍ରିୟମଣି ଏବଂ ବିଜୟ ସେଥୁପଥି, ଦୀପିକା ପାଦୁକୋଣ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି। ଅଟଲେଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ବର୍ତ୍ତମାନ ଟ୍ରେଣ୍ତରେ ରହିଛି । ଖାସ କଥା ହେଉଛି ହିନ୍ଦୀ ସହିତ 'ଜୱାନ' ତାମିଲ ଏବଂ ତେଲୁଗୁ ଭାଷାରେ ମଧ୍ୟ ମୁକ୍ତିଲାଭ କରିଛି, ଯେଉଁ କାରଣରୁ ଦକ୍ଷିଣ ଭାରତରେ ମଧ୍ୟ ଏହି ଫିଲ୍ମର କ୍ରେଜ୍ ଦେଖିବା ପାଇଁ ମିଳୁଛି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ










Click it and Unblock the Notifications