Get Updates
Get notified of breaking news, exclusive insights, and must-see stories!

ବୋଲ୍ଡ ଲୁକରେ ଜାହ୍ନବୀ କପୁର, ଅଭିନୟରେ ଅଧିକ ଧ୍ୟାନ ଦେବା ପାଇଁ କହିଲେ ଫ୍ୟାନ୍ସ

ବୋଲ୍ଡ ଲୁକରେ ଜାହ୍ନବୀ କପୁର, ଅଭିନୟରେ ଅଧିକ ଧ୍ୟାନ ଦେବା ପାଇଁ କହିଲେ ଫ୍ୟାନ୍ସ

Janvi Kapoor New look: ବୋଲ୍ଡ ଲୁକରେ ନଜର ଆସିଲେ ଜାହ୍ନବୀ କପୁର । ଅରେଞ୍ଜ ରଙ୍ଗର ଏକ bodycon ଡ୍ରେସରେ ଦେଖାଇଲେ ନିଜ ଜଲୱା । ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଅଭିନେତ୍ରୀଙ୍କୁ ଏପରି ଲୁକରେ ଦେଖିବା ପାଇଁ ମିଳିଥିଲା । ଅଭିନେତ୍ରୀ ଉଚ୍ଚ ପନିଟେଲ ଏବଂ ଖୁବ କମ ମେକଅପରେ ନଜର ଆସିଥିଲେ । ଯାହାପରେ ଅଭିନେତ୍ରୀଙ୍କର ଏହି ଲୁକକୁ ନେଇ ଏବେ ସୋଶାଲ ମିଡିଆରେ ସୃଷ୍ଟି ହୋଇଛି ଚହଳ ।

Janhvi Kapoor

ଲୁକ୍ ପାଇଁ ଟ୍ରୋଲ ହେଲେ ଜାହ୍ନବୀ
ସୋଶାଲ ମିଡିଆରେ ଆକ୍ଟିଭ୍ ରହୁଥିବା ଜାହ୍ନବୀ ପ୍ରତ୍ୟକ ଦିନ ଫୋଟ ଓ ଭିଡିଓ ପୋଷ୍ଟ ସେୟାର କରି ନିଜ ପ୍ରଶଂସକଙ୍କ ମନୋରଞ୍ଜନ କରିଥାନ୍ତି । ବର୍ତ୍ତମାନ ତାଙ୍କର ବୋଲ୍ଡ ଆକର୍ଷଣୀୟ ଫୋଟ ଇଣ୍ଟରନେଟରେ ଭାଇରାଲ ହେଉଛି । ଯେଉଁଥି ପାଇଁ ବେଶ୍ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ । ନିଜ ଇନଷ୍ଟାଗ୍ରାମରେ ମଧ୍ୟ ସେ କିଛି ଫୋଟ ପୋଷ୍ଟ କରିଛନ୍ତି । ଜାହ୍ନବୀ କ୍ୟାମେରା ସାମ୍ନାରେ ଗୋଟେ ପରେ ଗୋଟେ ଭିନ୍ନ ପୋଜ୍ ଦେଇଛନ୍ତି । ଏହି ଫୋଟକୁ ନେଇ ଏବେ ସେ ଟ୍ରୋଲର ଶିକାର ହୋଇଛନ୍ତି । ଅନେକ ତାଙ୍କ ଅଭିନୟକୁ ନେଇ ମଧ୍ୟ ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି । ଏହା ସହ କିଛି ଲୋକ ତାଙ୍କୁ ଅଭିନୟରେ ଅଧିକ ଧ୍ୟାନ ଦେବା ପାଇଁ ମଧ୍ୟ କହିଛନ୍ତି ।


ଅଭିନେତ୍ରୀ ବର୍ତ୍ତମାନ ଭିନ୍ନ ଭିନ୍ନ ପ୍ରୋଜେକ୍ଟରେ ବିଜି ଅଛନ୍ତି । ଫିଲ୍ମ 'ମିଲି'ରେ ତାଙ୍କ ଚିରିତ୍ରକୁ ନେଇ ବେଶ୍ ଖୁସ ଅଛନ୍ତି ଜାହ୍ନବୀ ଏହା ବ୍ୟତିତ ତାଙ୍କୁ ବରୁଣ ଧୱନଙ୍କ ବୱାଲରେ ମଧ୍ୟ ଦେଖିବା ପାଇଁ ମିଳିବ । ସେହିପରି ମିଷ୍ଟର ଆଣ୍ତ ମିସେଜ୍ ମାହିରେ ମଧ୍ୟ ନଜର ଆସିବେ ଅଭିନେତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+