Get Updates
Get notified of breaking news, exclusive insights, and must-see stories!

ଜାହ୍ନବୀଙ୍କ ବୋଲ୍ଡ ଡ୍ୟାନ୍ସ କଲା ଫ୍ୟାନ୍ସଙ୍କୁ ମତୁଆଲା

ଜାହ୍ନବୀଙ୍କ ବୋଲ୍ଡ ଡ୍ୟାନ୍ସ କଲା ଫ୍ୟାନ୍ସଙ୍କୁ ମତୁଆଲା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର । ଖୁବ୍ କମ୍ ସମୟ ମଧ୍ୟରେ ହିଁ ଅଭିନେତ୍ରୀ ନିଜ ସୁନ୍ଦର ଅଭିନୟ ପାଇଁ ବେଶ୍ ଲୋକପ୍ରିୟ ହାସଲ କରିଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ଜହ୍ନବୀ କପୁର ସାଉଥ ସୁପରଷ୍ଟାର ଆଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦନାଙ୍କ ସୁପରହିଟ୍ ଫିଲ୍ମ ପୁଷ୍ପା - ଦି ରାଇଜର ଗୀତ ସାମି ଗୀତରେ ଜବରଦସ୍ତ ନୃତ୍ୟ କରୁଥିବାର ନଜର ଆସୁଛନ୍ତି ।

 Janhvi Kapoor

ଜାହ୍ନବୀ କପୁର ତାଙ୍କ ଅଭିନୟ ସହିତ ଡ୍ୟାନ୍ସ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି ଓ ପ୍ରଶଂସା ସାଉଁଟିଥାନ୍ତି । ଏହି ଭିଡିଓକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟଛନ୍ତି ଅଭିନେତ୍ରୀ ଜାହ୍ନବୀ । ଆୱର୍ଡ ଶୋ'ରେ ଜାହ୍ନବୀ ଚଳିତ ବର୍ଷର ସୁପରହିଟ୍ ଫିଲ୍ମ ପୁଷ୍ପାର ସାମି ସାମି ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଜାହ୍ନବୀଙ୍କର ଏହି ଭିଡିଓ ଇନଷ୍ଟାଗ୍ରାମରେ ଏକ ପ୍ରଶଂସକ ପୃଷ୍ଠାରେ ସେୟାର କରାଯାଇଛି । ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ଜାହ୍ନବୀ କପୁର ସାମି ଗୀତରେ ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ପରି ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି । ବାସ୍ତବରେ ଅଭିନେତ୍ରୀଙ୍କର ଏହି ଭିଡିଓ ଫିଲ୍ମଫେୟାର ଆୱର୍ଡରୁ ଆସିଛି, ଯେଉଁଠାରେ ଅଭିନେତ୍ରୀ ତାଙ୍କ ଡ୍ୟାନ୍ସ ଦ୍ୱାରା ସମସ୍ତଙ୍କ ହୃଦୟ ଜିଣିଥିଲେ । ସେହିପରି ଅଭିନେତ୍ରୀଙ୍କର ଏହି ଅନ୍ଦାଜ୍ ସୋସିଆଲ ମିଡିଆରେ ମଧ୍ୟ ଫ୍ୟାନ୍ସଙ୍କୁ ମତୁଆଲା କରୁଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+