ବିବାଦରେ ଜ୍ୟାକଲିନ୍, ହାତ ଛାଡିଲେ ସଲମାନ !

ବିବାଦରେ ଜ୍ୟାକଲିନ୍, ହାତ ଛାଡିଲେ ସଲମାନ ! ମହାଠକ ସୁକେଶ-ଜ୍ୟାକଲିନ୍ ବିବାଦ

ମହାଠକ ସୁକେଶ-ଜ୍ୟାକଲିନ୍ ବିବାଦ: ବିବାଦରେ ଜ୍ୟାକଲିନ୍ । ହାତ ଛାଡିଲେ ସଲମାନ ଖାନ । ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ପ୍ରେମ ପଡିଲା ମହଙ୍ଗା । ଏବେ ଅଭିନେତ୍ରୀ ଜ୍ୟାକଲିନ ଓ ସୁକେଶ ଚନ୍ଦ୍ରଶେଖରଙ୍କ ସମ୍ପର୍କକୁ ନେଇ ନୂଆ ତଥ୍ୟ ସମ୍ନାକୁ ଆସୁଛି । ୨୦୦ କୋଟି ଠକେଇ ମାମଲାରେ ଫସିଛନ୍ତି ଅଭିନେତ୍ରୀ । ଯେଉଁଥି ପାଇଁ ତାଙ୍କୁ ଅନେକ ଥର ଦିଲ୍ଲୀ ପୋଲିସ ପକ୍ଷରୁ ପଚରାଉଚରା କରାଯାଉଛି ।

SALMAN

ମିଡିଆ ରିପୋର୍ଟ ଅନୁସାରେ ଜ୍ୟାକଲିନ ଓ ସୁକେଶ ଚନ୍ଦ୍ରଶେଖରଙ୍କୁ ବିବାହ କରିବା ପାଇଁ ଚାହୁଁଥିଲେ । ଅଭିନେତ୍ରୀଙ୍କୁ ସୁକେଶ ଅନେକ ମହଙ୍ଗା ଉପହାର ସହ ଶ୍ରୀଲଙ୍କାରେ ଏକ ବିଳାସପୂର୍ଣ୍ଣ ବଙ୍ଗଳା ମଧ୍ୟ ଦେଇଥିଲେ । ତେବେ ଜ୍ୟାକଲିନ-ସୁକେଶଙ୍କ ସହ ନିଜ ସମ୍ପର୍କ ବିଷୟରେ ଅକ୍ଷୟ କୁମାର ଓ ସଲମାନଙ୍କୁ କହିଥିଲେ ହେଲେ ଉଭୟ ଅଭିନେତ୍ରୀଙ୍କୁ ବିରୋଧ କରି ସୁକେଶଙ୍କୁ ନେଇ ଚେତାବନୀ ଦେଇଥିଲେ । ହେଲେ ଅଭିନେତ୍ରୀ ସୁକେଶଙ୍କ ସହ ନିଜ ସମ୍ପର୍କ ଭାଙ୍ଗି ନଥିଲେ ।

ସୂଚନା ଅନୁସାରେ ଏହି ଠକେଇ ମାମଲାରେ ଅନେକ ଅଭିନେତ୍ରୀଙ୍କ ନାଁ ସାମ୍ନାକୁ ଆସିଛି । ହେଲେ ଅଧିକ ଚର୍ଚ୍ଚାରେ ରହିଛନ୍ତି ଜ୍ୟାକଲିନ ଫର୍ଣ୍ଣାଣ୍ତିଜ୍ । ଯାହ ପରଠୁ ତାଙ୍କଠୁ ଦୂରାଇ ଯାଇଛନ୍ତି ଅନେକ ବନ୍ଧୁ । ଯେଉଁଥି ପାଇଁ ଏବେ ସେ ଖୁବ୍ ଏକୁଟିଆ ହୋଇଯାଇଛନ୍ତି । ରିପୋର୍ଟ ଅନୁସାରେ ବଲିଉଡର ଅଭିନେତା ସଲମାନ ଖାନ ମଧ୍ୟ ଜ୍ୟାକଲିନଙ୍କ ସାଥ୍ ଦେଇ ନାହଁନ୍ତି । ସାଧାରଣତଃ ବି-ଟାଉନରେ ସଲମାନ ହିଁ ଏପରି ଜଣେ ଷ୍ଟାର ଯିଏ ସବୁବେଳେ ନିଜ ବନ୍ଧୁମାନଙ୍କର କଠିନ ସମୟରେ ସେମାନଙ୍କ ପାଖରେ ରହିଥାନ୍ତି । ହେଲେ ବିବାଦ ପରଠୁ ଅଭିନେତ୍ରୀଙ୍କଠୁ ଦୂରାଇ ଯାଇଛନ୍ତି ଭାଇଜାନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+