କ୍ରିକେଟର୍ ଶୁଭମନ ଗିଲଙ୍କୁ ଡେଟ୍ କରୁଛନ୍ତି କି ସାରା !
Bollywood News :Is Sara Ali Khan Dating Cricketer Shubhman Gill ?ଶୁଭମନ ଗିଲଙ୍କୁ ଡେଟ୍ କରୁଛନ୍ତି କି ସାରା !
ମୁମ୍ବାଇ: ସାରା ଅଲ୍ଲୀ ଖାନ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ । ସୈଫ ଅଲ୍ଲୀ ଖାନ ଏବଂ ଅମୃତା ସିଂଙ୍କ ଲାଡଲି ସାରା ନିଜ ଅଭିନୟ, ଫିଟନେସ ଏବଂ ପ୍ରେମ ସମ୍ପର୍କ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଅନେତ ତାରକାଙ୍କ ସହ ସାରାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଲାଗି ରହିଥାଏ । ଏବେ ଏହି ଲିଷ୍ଟରେ ଯୋଡି ହୋଇ ଯାଇଛି ଆଉ ଏକ ନାଁ ହେଲେ ସେ ବଲିଉଡ ଇଣ୍ତଷ୍ଟ୍ରିର ବିଲକୁଲ୍ ନୁହେଁ । ହେଲେ ସିନେମା ଜଗତରେ ରହଛି ତାଙ୍କର ରୁଚି । ତେବେ ବଲିଉଡ-କ୍ରିକେଟର ପ୍ରେମ ତ ପୁରୁଣା କଥା । ହୁଏତ ଆଗକୁ ଆଉ ଏକ ଏପରି ଯୋଡିକୁ ଦେଖିବା ପାଇଁ ମିଳିପାରେ !

ନିକଟରେ ଭାରତୀୟ କ୍ରିକେଟ ଦଳର ଖେଳାଳି ଶୁବମାନ ଗିଲ ଏବଂ ସାରା ଅଲ୍ଲୀ ଖାନଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦୁହେଁ ଏକାଠି ରାତ୍ରୀ ଭୋଜନ କରୁଥିବା ନଜର ଆସୁଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ଉଭୟ ପରସ୍ପରକୁ ଡେଟ୍ କରୁଥିହା ଖବରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
Shubman gill date sara ali khan ko kar eha tha aur hum kisi aur hi sara ko lapet rhe the🥲#Shubmangill #CricketTwitter pic.twitter.com/oEAAXqXgOz
— Arun (@ArunTuThikHoGya) August 29, 2022
ସାରା ଅଲ୍ଲୀ ଖାନ ଏବଂ ଶୁଭମନ ଗିଲଙ୍କ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଜଣେ ପ୍ରଶଂସକ ଦୁଇଜଣଙ୍କୁ ରେଷ୍ଟୁରାଣ୍ଟରେ ଏକାଠି ବସିଥିବାର ଦେଖି ଭିଡିଓ ବନାଇଥିଲେ । ଏହି ଭିଡିଓ ସେ ଟିକଟକରେ ମଧ୍ୟ ସେୟାର କରିଥିଲେ । ତେବେ ନିକଟରେ ଶୁଭମନ ଗିଲ୍ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରାଙ୍କ ସହ ଡେଟ୍ କରୁଥିଲେ । ହେଲେ ଖବର ଅନୁସାରେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ବ୍ରେକଅପ୍ ହୋଇସାରିଛି । ଏପରିସ୍ଥିତିରେ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ସହ ଏହି ଭିଡିଓ ଭାଇରାଲ ହେବା ପରେ ଇଣ୍ଡଷ୍ଟ୍ରିରେ ଏକ ହଟ ପ୍ରସଙ୍ଗ ହୋଇଛି । ହେଲେ ଏପର୍ଯ୍ୟନ୍ତ ସାରା ଏବଂ ଶୁଭମନଙ୍କ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ପୂର୍ବରୁ ଅନେକ ବଲିଉଡ କଳାକାର ତଥା ସୁଶାନ୍ତ ସିଂ , ହର୍ଷବର୍ଧନ କପୁର ,ଭିର ପାହାରିଆ ,ଇଷାନ ଖଟ୍ଟର ,କାର୍ତ୍ତିକ ଆର୍ୟନଙ୍କ ସହ ସାରାଙ୍କ ଡେଟ୍ ଖବରକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications