Get Updates
Get notified of breaking news, exclusive insights, and must-see stories!

କାନ୍ସ ଫିଲ୍ମ ଫେଷ୍ଟିଭାଲ :'ଭାରତକୁ କଣ୍ଟ୍ରି ଅଫ୍ ଅନର '

ବିଶ୍ବର ଅଗ୍ରଣୀ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାରତକୁ ମିଳିଲା କଣ୍ଟ୍ରି ଅଫ ଅନର । ଆଜି ଏହି ଫେଷ୍ଟିଭାଲର ତୃତୀୟ ଦିନ ।

ମୁମ୍ବାଇ: ବିଶ୍ବର ଅଗ୍ରଣୀ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାରତକୁ ମିଳିଲା କଣ୍ଟ୍ରି ଅଫ ଅନର । ଆଜି ଏହି ଫେଷ୍ଟିଭାଲର ତୃତୀୟ ଦିନ । ଏହି ଫେଷ୍ଟିଭାଲରେ ବିଦେଶୀ ସେଲେବ୍ରିଟିଙ୍କ ସମେତ ଦେଶର ପ୍ରସିଦ୍ଧ ସେଲେବ୍ରିଟିମାନେ ମଧ୍ୟ ଭାଗ ନେଇଛନ୍ତି । ଏଥର ଭାରତକୁ 'କଣ୍ଟ୍ରି ଅଫ ଅନର'ର ମାନ୍ୟତା ମିଳିବା ପରେ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

modi

ପ୍ରଧାନମନ୍ତ୍ରୀ ମୋଦି ଏକ ବାର୍ତ୍ତା ମାଧ୍ୟମରେ କହିଛନ୍ତି ଯେ, ଗୋଟିଏ ପଟେ ଭାରତ ଏବଂ ଫ୍ରାନ୍ସ କୂଟନୈତିକ ସମ୍ପର୍କର 75 ବର୍ଷ ପୂରା କରୁଛନ୍ତି ଏବଂ ଅନ୍ୟ ପଟେ କାନ୍ସ ଫିଲ୍ମ ଫେଷ୍ଟିଭାଲ ଏହାର 75 ତମ ବାର୍ଷିକୀ ପାଳନ କରୁଛି ।

fest

ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ବାର୍ତ୍ତାରେ ଭାରତକୁ ଦୁନିଆର ଫିଲ୍ମ ହବ୍ ବୋଲି ବର୍ଣ୍ଣନା କରିଛନ୍ତି। ଯେଉଁଠାରେ ଫିଲ୍ମ ସେକ୍ଟରରେ ଅନେକ ପ୍ରକାରର ଅଛି । ପିଏମ ମୋଦି ଲେଖିଛନ୍ତି,ଆମ ଦେଶରେ କାହାଣୀର ଭଣ୍ଡାର ଅଛି । ମୋଦି କହିଛନ୍ତି ଯେ, ଯେକୌଣସି ସ୍ଥାନରେ ସୁଟିଂ କରିବାକୁ ଅନୁମତି ଦେବା ପାଇଁ ଏକକ ୱିଣ୍ଡୋ କ୍ଲିୟରାନ୍ସ ମେକାନିଜିମ୍ ଯୋଗାଉଛି ।

pooja hegde

ଏଥି ସହିତ ପ୍ରଧାନମନ୍ତ୍ରୀ ମୋଦି ଖୁସି ବ୍ୟକ୍ତ କରିଛନ୍ତି ଯେ, 'ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ସତ୍ୟଜିତ୍ ରାୟଙ୍କ କଲ୍ଟ କ୍ଲାସିକ୍ କଲେକ୍ସନ୍ ମଧ୍ୟ କାନ୍ସରେ ପ୍ରଦର୍ଶିତ ହୋଇଛି । ଭାରତୀୟ ସିନେମା ଅନ୍ତର୍ଜାତୀୟ ଭାଗିଦାରୀରେ ଆଗକୁ ବଢିବ । ରତରୁ ଏକ 11 ଜଣିଆ ପ୍ରତିନିଧି ଦଳ କାନ୍ସରେ ପହଞ୍ଚିଛନ୍ତି । ଏଥି ସହିତ ଦୀପିକା ପାଦୁକୋନ, ଏ.ଆର୍ ରହମାନ, ପୂଜା ହେଗଡେ, ନୱାଜୁଦ୍ଦିନ ସିଦ୍ଦିକିଙ୍କ ସମେତ ଅନେକ ସେଲିବ୍ରିଟି ଏଠାରେ ଉପସ୍ଥିତ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+