IIFA 2023:ହ୍ରିତିକ୍ ରୋଶନ ବେଷ୍ଟ ଆକ୍ଟର ଓ ଆଲିଆ ଭଟ୍ଟଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର
IIFA 2023: ଚଳିତ ବର୍ଷର IIFA ପୁରସ୍କାର ଖୁବ ଖାସ । ବଲିଉଡର ଟପ୍ ତାରକାମାନେ ଏହି ଇଭେଣ୍ଟରେ ଚାରଚାନ୍ଦ ଲଗାଇଛନ୍ତି । ବଲିଉଡର ଅନେକ କଳାକାର ଏହି ଇଭେଣ୍ଟରେ ସାମିଲ ହୋଇଥିଲେ । ବିକି କୌଶଳ ଏବଂ ଅଭିଷେକ ବଚ୍ଚନ ଆନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଏକାଡେମୀ ପୁରଷ୍କାର ହୋଷ୍ଟ କରିଥିଲେ । ତେବେ ଚାଲନ୍ତୁ ଜାଣିବା କେଉଁ ତାରକାମାନେ ଚଳିତ ବର୍ଷର IIFA ପୁରସ୍କାର ଜିତିଛନ୍ତି ।
ଶ୍ରେଷ୍ଠ ଫିଲ୍ମ - ଦୃଶ୍ୟମ ୨
ଶ୍ରେଷ୍ଠ ନିର୍ଦ୍ଦେଶକ - ଆର୍ ମାଧବନ (Rocketry: The Nambi Effect)

ଶ୍ରେଷ୍ଠ ଅଭିନେତା - ହ୍ରିତିକ୍ ରୋଶନ (ବିକ୍ରମ ବେଧା)
ଶ୍ରେଷ୍ଠ ଅଭିନେତ୍ରୀ - ଆଲିଆ ଭଟ୍ଟ ( ଗଙ୍ଗୁବାଇ)
ଏକ ସହାୟକ ଭୂମିକାରେ ଶ୍ରେଷ୍ଠ ଅଭିନେତା - ଅନିଲ୍ କପୁର (ଜୁଗ୍ ଜୁଗ୍ ଜିଓ)
ସହାୟକ ଭୂମିକାରେ ଶ୍ରେଷ୍ଠ ଅଭିନେତ୍ରୀ -ମୌନୀ ରୟ (ବ୍ରହ୍ମାସ୍ତ୍ର)
ଶ୍ରେଷ୍ଠ ଡେବ୍ୟୁ (ପୁରୁଷ) - ଶାନ୍ତନୁ ମାହେଶ୍ୱରୀ ( ଗଙ୍ଗୁବାଇ)
ଶ୍ରେଷ୍ଠ ଡେବ୍ୟୁ (ମହିଳା) -ଖୁଶାଲି କୁମାର
ଶ୍ରେଷ୍ଠ ପ୍ଲେବ୍ୟାକ୍ ଗାୟକ (ପୁରୁଷ) - ଅରିଜିତ୍ ସିଂ (ବ୍ରହ୍ମସ୍ତ୍ର ଗୀତ)
ଶ୍ରେଷ୍ଠ ପ୍ଲେବ୍ୟାକ୍ ଗାୟକ (ମହିଳା) - ଶ୍ରେୟା ଘୋଷଲ












Click it and Unblock the Notifications