ଚର୍ଚ୍ଚାରେ ଆଇଏସ୍ ବିଷ୍ଣୁପଦ ସେଠୀଙ୍କ "ତୁମକୁ ଦେଖିଲା ପରେ"

ଗତକାଲି ୟୁଟୁବରେ ଏହି ଓଡିଆ ମ୍ୟୁଜିକ ଆଲବମଟି ରିଲିଜ ହୋଇଛି । ଯାହାର ଗୀତ ଲେଖିଛନ୍ତି ରାଜସ୍ୱ ବିଭାଗର ସଚିବ ବିଷ୍ଣୁପଦ ସେଠୀ ।

ଭୁବନେଶ୍ବର: ଆଇଏଏସରୁ ଏବେ ଗୀତିକାର । ତାଙ୍କ ଗୀତର ଶୀର୍ଷକରେ ରିଲିଜ ହୋଇଛି ନୂଆ ଓଡିଆ ଆଲବମ ତୁମକୁ ଦେଖିଲା ପରେ । ଗତକାଲି ୟୁଟୁବରେ ଏହି ଓଡିଆ ମ୍ୟୁଜିକ ଆଲବମଟି ରିଲିଜ ହୋଇଛି । ଯାହାର ଗୀତ ଲେଖିଛନ୍ତି ରାଜସ୍ୱ ବିଭାଗର ସଚିବ ବିଷ୍ଣୁପଦ ସେଠୀ ।

Odia Album

ସେହିପରି ଗୀତଟିକୁ ସଙ୍ଗୀତରେ ସଜାଇଛନ୍ତି ଶିତାଂଶୁ ଶେଖର ରାଉତ । କଣ୍ଠଦାନ କରିଛନ୍ତି ଶଶାଙ୍କ ଶେଖର । ଗୀତର ଶୀର୍ଷକ ରହିଛି ତୁମକ ଦେଖିଲା ପରେ । ଗୀତଟି ଏକ ପ୍ରେମ କାହଣୀ ଉପରେ ଆଧାରିତ ହୋଇଛି । ସେତ୍ବାପଦ୍ମା ମ୍ୟୁଜିକ ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଏହି ଭିଡିଓଟି ରିଲିଜ ହୋଇଥିବା ବେଳେ ଗୀତରେ ଅଭିନୟ କରିଛନ୍ତି ଅମିତ ଓ ଲିନା । ତେବେ ଗୀତର ବୋଲ ଏମିତି କିଛି ରହିଛି..

କହିବି କହିବ ବୋଲି । କିଛି ପାରିଲିନି କହି ।।
ଅନୁଭବ କଲି ଯାହା ମୁଁ ଅନ୍ତରେ, ଓଠ ପାରେ କହି ନାହିଁ ।।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+