Get Updates
Get notified of breaking news, exclusive insights, and must-see stories!

କରିନାଙ୍କ ପରି ହେବା ପାଇଁ ଚାହୁଁଛନ୍ତି ସାରା

I WANT TO BE LIKE KAREENA :SARA ALI KHANକରିନାଙ୍କ ପରି ହେବା ପାଇଁ ଚାହୁଁଛନ୍ତି ସାରା

ମୁମ୍ବାଇ: କରୀନା କପୁର ଖାନ ବଲିଉଡରେ ନିଜର ବିଶେଷ ଷ୍ଟାଇଲ ପାଇଁ ଖୁବ ଜଣାଶୁଣା । ନିଜ ଷ୍ଟାଇଲ୍ ,କେବେ ନିଜ ଫ୍ୟାମିଲି ତ କେବେ ନିଜ ଫିଲ୍ମ ପାଇଁ ଲାଇମଲାଇଟରରେ ରହିଥାନ୍ତି ।ଖାସକଥା ହେଲା ଯେ ବେବୋ ନିଜ କାମ ଓ ଫ୍ୟାମିଲିକୁ ବେଶ ଭଲ ଭାବେ ମ୍ୟାନେଜ୍ କରନ୍ତି । ଯାହା ସାରାଙ୍କୁ ଖବ ଇମପ୍ରେସ କରିଥାଏ ।

SARA ALI KHAN

ସାରା ଅଲି ଖାନ ସିଦ୍ଧାର୍ଥ ଖାନ୍ନାଙ୍କୁ ଏକ ସାକ୍ଷାତକାର ଦେଇଥିଲେ। ଯେତେବେଳେ ସିଦ୍ଧାର୍ଥ ସାରା ଅଲି ଖାନଙ୍କୁ କରୀନା କପୁର ଖାନଙ୍କ ବିଷୟରେ ପଚାରିଲେ, ସେ କହିଥିଲେ ଯେ କରୀନା ବହୁତ ଭଲ କଳାକାର । ଏହା ସହିତ ସାରା ସେହି ସାକ୍ଷାତକାରରେ କରୀନାଙ୍କୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ କାମ ପ୍ରତି ତାଙ୍କର ଆଗ୍ରହ ଦେଖିବା ଯୋଗ୍ୟ । ଦୁଇ ସନ୍ତାନର ମା ହୋଇ ମଧ୍ୟ ସେ ନିଜ ପରିବାର କମକୁ ବହୁତ ଭଲଭାବେ ମ୍ୟାନେଜ କରନ୍ତି ।ଏଥିପାଇଁ ମୁଁ ତାଙ୍କର ଫ୍ୟାନ୍ । ଭବିଷ୍ୟତରେ ସେ ମଧ୍ୟ କରୀନାଙ୍କ ପରି ସମୟ ପରିଚାଳନା କରିବାକୁ ପସନ୍ଦ କରିବେ ।

ଆଜିକାଲି କରୀନା କପୁର ଖାନ ତାଙ୍କର ଆଗାମୀ ଫିଲ୍ମ 'ଲାଲ ସିଂ ଚଢା'ପାଇଁ ବ୍ୟସ୍ତ ଅଛନ୍ତି ଯେଉଁଥିରେ ସେ ଆମିର ଖାନ ସହ
ନଜର ଆସିବେ । ଅନ୍ୟପଟେ ସାରା ଅଲ୍ଲି ଖାନ ଏବେ ଛୁଟି ଏଞ୍ଜୟ କରୁଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+