• search
For Quick Alerts
Turn On Notification  
For Daily Alerts

ପରଦାକୁ ଆସିବ ପ୍ରଶାନ୍ତ ନିଲଙ୍କ 'ବାଗିରା'

|

ମୁମ୍ବାଇ: ବକ୍ସ ଅଫିସ୍ ରେ 'କେଜିଏଫ'ର ଗ୍ରାଣ୍ଡ ସଫଳତା ପରେ ପୁଣି ପରଦାକୁ ଆସିବ ପ୍ରଶାନ୍ତ ନୀଲଙ୍କ 'ବାଗିରା' । କନ୍ନଡ ଆକ୍ସନ ଫିଲ୍ମ ବାଗିରାର ସୁଟିଂ ଆରମ୍ଭ ନେଇ ସୂଚନା ଦେଲେ ନିଲ୍।
'କେଜିଏଫ' ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ଦ୍ୱାରା ଲିଖିତ ଏବଂ ଡକ୍ଟର ସୁରୀଙ୍କ ନିର୍ଦ୍ଦେଶିତ 'ବାଗିରା'ରେ ମୁଖ୍ୟ ଭୂମିକାରେ ନଜର ଆସିବେ ଶ୍ରୀ ମୁରଲି ।

neel
Bagheera
ଆସନ୍ତା ବର୍ଷ 'ବାଗିରା' ମୁକ୍ତିଲାଭ କରିବାର ଯୋଜନା ରହିଛି। ବେଙ୍ଗାଲୁରୁ ଏବଂ ମହୀଶୂର ସହିତ କର୍ଣ୍ଣାଟକ ଏବଂ ହାଇଦ୍ରାବାଦରେ ଏହି ଚଳଚ୍ଚିତ୍ରର ସମସ୍ତ ସୁଟିଂ କରାଯିବ। ଆକ୍ସନ ଫିଲ୍ମଟିି ଯୁବପିଢିଙ୍କୁ ପସନ୍ଦ ଆସିବା ସହ ରେଟିଂ ଭଲ ରହିବ ବୋଲି ଆଶା ରହିଥିବା କହିଛନ୍ତି ନିର୍ଦ୍ଦେଶକ ଡକ୍ଟର ସୁରୀ । ଶ୍ରୀ ମୁରଲୀଙ୍କ ଜନ୍ମଦିନରେ ଫିଲ୍ମର ପୋଷ୍ଟର ରିଲିଜ କରାଯିବା ପରେ ସୁଟିଂ ଆରମ୍ଭ ନେଇ ଘୋଷଣା ହୋଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Prashant neel's upcoming film Bagheera shoot will start soon. prashanth declaired about this.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X