ପରଦାକୁ ଆସିବ ପ୍ରଶାନ୍ତ ନିଲଙ୍କ 'ବାଗିରା'
ବକ୍ସ ଅଫିସ୍ ରେ 'କେଜିଏଫ'ର ଗ୍ରାଣ୍ଡ ସଫଳତା ପରେ ପୁଣି ପରଦାକୁ ଆସିବ ପ୍ରଶାନ୍ତ ନୀଲଙ୍କ 'ବାଗିରା' । କନ୍ନଡ ଆକ୍ସନ ଫିଲ୍ମ ବାଗିରାର ସୁଟିଂ ଆରମ୍ଭ ନେଇ ସୂଚନା ଦେଲେ ନିଲ୍।
ମୁମ୍ବାଇ: ବକ୍ସ ଅଫିସ୍ ରେ 'କେଜିଏଫ'ର ଗ୍ରାଣ୍ଡ ସଫଳତା ପରେ ପୁଣି ପରଦାକୁ ଆସିବ ପ୍ରଶାନ୍ତ ନୀଲଙ୍କ 'ବାଗିରା' । କନ୍ନଡ ଆକ୍ସନ ଫିଲ୍ମ ବାଗିରାର ସୁଟିଂ ଆରମ୍ଭ ନେଇ ସୂଚନା ଦେଲେ ନିଲ୍।
'କେଜିଏଫ' ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ଦ୍ୱାରା ଲିଖିତ ଏବଂ ଡକ୍ଟର ସୁରୀଙ୍କ ନିର୍ଦ୍ଦେଶିତ 'ବାଗିରା'ରେ ମୁଖ୍ୟ ଭୂମିକାରେ ନଜର ଆସିବେ ଶ୍ରୀ ମୁରଲି ।














Click it and Unblock the Notifications