ରିଲିଜ୍ ହେଲା ହୀରାମଣ୍ତି: 'ଦ ଡାଇମଣ୍ତ ବଜାର'ର ଟ୍ରେଲର

Heeramandi Trailer Out: ବଲିଉଡ ଜଣାଶୁଣା ନିର୍ଦ୍ଦେଶକ ସଞ୍ଜୟ ଲୀଲା ବଂଶାଲୀଙ୍କ ବହୁ ପ୍ରତୀକ୍ଷିତ ୱେବ୍ ସିରିଜ୍ 'ହିରାମଣ୍ଡି:ଦ ଡାଇମଣ୍ତ ବଜାର' ଲୋକଙ୍କୁ ମନୋରଞ୍ଜନ କରିବାକୁ ପ୍ରସ୍ତୁତ ଅଛି । ଅନ୍ୟପଟେ ଲୋକେ ମଧ୍ୟ ଏହି ୱେବ୍ ସିରିଜ ରିଲିଜକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ ସିରିଜର ନିର୍ମାତାମାନେ ଏହାର ସୁନ୍ଦର 'ଟ୍ରେଲର'ରିଲିଜ୍ କରିଛନ୍ତି । ଏହି ୱେବ୍ ସିରିଜରରେ ପ୍ରେମ, ଶକ୍ତି, ପ୍ରତିଶୋଧ ଏବଂ ସ୍ୱତନ୍ତ୍ରତା ସଂଗ୍ରାମର ଝଲକ ଦେଖିବାକୁ ମିଳିଛି ।

Heeramandi

'Heeramandi'ଟ୍ରେଲର ବଂଶାଲୀ ପ୍ରଡକ୍ସନ ଏବଂ ନେଟଫ୍ଲିକ୍ସ ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ ପେଜର ସେୟାର କରିଛି । ତେବେ ଟ୍ରେଲର ସେୟାର କରି କ୍ୟାପସନରେ ଲେଖାଯାଇଛି, ରାଜପ୍ରସାଦର ଉଜ୍ୱଳ, ରାଜକୀୟ ହଲରେ ।

'Heeramandi' ଟ୍ରେଲର ବଂଶାଲୀ ପ୍ରଡକ୍ସନ ଏବଂ ନେଟଫ୍ଲିକ୍ସ ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ ପେଜର ସେୟାର କରିଛି । ତେବେ ଟ୍ରେଲର ସେୟାର କରି କ୍ୟାପସନରେ ଲେଖାଯାଇଛି, ରାଜପ୍ରସାଦର ଉଜ୍ୱଳ, ରାଜକୀୟ ହଲରେ । OTT ପ୍ଲାଟଫର୍ମ ନେଟଫ୍ଲିକ୍ସ ଚଳିତ ବର୍ଷର ସବୁଠାରୁ ବଡ ୱେବ୍ ସିରିଜ୍ ହୋଇପାପେ 'Heeramandi' ।

ଟ୍ରେଲଲଟି ଖୁବ୍ ରୋମାଞ୍ଚକ ରହିଛି । ରିଲିଜ୍ ହେବା ପରେ କୋଟି କୋଟି ଲୋକ ଏହି ଟ୍ରେଲରକୁ ଦେଖି ସାରିଲେଣି । ଟ୍ରେଲରରେ, ରହସ୍ୟ, ଉତ୍ସାହ, ନାଟକ ଏବଂ ଦେଶପ୍ରେମର ଝଲକ ଦେଖିବା ପାଇଁ ମିଳୁଛି । ସଞ୍ଜୟ ଲୀଲା ଭନସାଲୀଙ୍କ ଏହି ଚମତ୍କାର ୱେବ୍ ସିରିଜ୍ ୧ ମେ ୨୦୨୪ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ ।

ଏହି ୱେବ୍ ସିରିଜର ଟ୍ରେଲର ମନୀଷା କୋଇରାଲାଙ୍କ ସ୍ୱରରେ ଏକ ଶକ୍ତିଶାଳୀ ସଂଳାପରୁ ଆରମ୍ଭ | ସେ କୁହନ୍ତି - ହିରାମାଣ୍ଡିରେ ଇଂରେଜ ମାନଙ୍କର ନୁହେଁ ବରଂ ମଲ୍ଲିକା ଜାନଙ୍କ ମୁଦ୍ରା ବ୍ୟବହାର ହୋଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+