IMDb ଜାରି କଲା ୨୦୨୨ର ଟପ୍-10 ୱେବ୍ ସିରିଜ୍, ନଜର ପକାନ୍ତୁ ଏହି ଲିଷ୍ଟରେ
IMDb ଜାରି କଲା ୨୦୨୨ର ଟପ୍-10 ୱେବ୍ ସିରିଜ୍, ନଜର ପକାନ୍ତୁ ଏହି ଲିଷ୍ଟରେ
ମୁମ୍ବାଇ: IMDb ୨୦୨୨ର ଟପ୍-10 ପ୍ରସିଦ୍ଧ ଭାରତୀୟ ୱେବ୍ ସିରିଜ୍ ଘୋଷଣା କରିଛି । ଏହି ତାଲିକାରେ 'ପଞ୍ଚାୟତ', 'ଦିଲ୍ଲୀ କ୍ରାଇମ', 'ରକେଟ୍ ବୟଜ୍' ଏବଂ 'ହ୍ୟୁମନ' ଭଳି ସିନେମା ସ୍ଥାନ ପାଇଛି । 'ଏମଏକ୍ସ ପ୍ଲେୟାର' 'କ୍ୟାମ୍ପସ ଡାଏରୀ' ଏବଂ 'କଲେଜ ରୋମାନ୍ସ' ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ । ଏହି ତାଲିକା ପାଇଁ, ଜାନୁଆରୀ ୧ ରୁ ନଭେମ୍ବର ୭ ମଧ୍ୟରେ ଦେଶରେ ପ୍ରକାଶିତ ସମସ୍ତ ୱେବ୍ ସିରିଜର ଯାଞ୍ଜ୍ କରାଯାଇଥିଲା, ଯାହାର ଆଭରେଜ୍ IMDb ୟୁଜର ରେଟିଂ ୭ କିମ୍ବା ତାଠୁ ଅଧିକ ଏବଂ ଅତି କମରେ ୧୦ହଜାର ଭୋଟ୍ ଥିଲା ତାହା ହିଁ ଏହି ତାଲିକାରେ ସ୍ଥାନ ପାଇଛି ।
୨୦୨୨ର IMDb ଟପ୍-10 ୱେବ୍ ସିରିଜ୍
ପଞ୍ଜାୟତ
ଦିଲ୍ଲୀ କ୍ରାଇମ୍
ରକେଟ୍ ବୟଜ୍
ହ୍ୟୁମନ
ଅପହରଣ
ଗୁଲକ
NCR ଡିଜେ
ଅଭୟ
କ୍ୟାମ୍ପସ୍ ଡାଏରୀ
କଲେଜ ରୋମାନ୍ସ













Click it and Unblock the Notifications