Get Updates
Get notified of breaking news, exclusive insights, and must-see stories!

Samantha Ruth: ଅଭିନେତା ନାଗା ଚୈତନ୍ୟଙ୍କୁ ଧୋକା ଦେଇଥିଲେ କି ସମନ୍ଥା ?

Samantha Ruth Prabhu: ସାଉଥର ଲୋକପ୍ରିୟ ଅଭିନେତ୍ରୀ ସମନ୍ଥା ରୁଥ୍ ପ୍ରଭୁ ତାଙ୍କ ଚଳଚ୍ଚିତ୍ର ଏବଂ ଫିଟନେସ୍ ପାଇଁ ହେଡଲାଇନରେ ରହିଥାନ୍ତି । ନିକଟରେ ତାଙ୍କର ଗୋଟିଏ ପୋଡକାଷ୍ଟ ଚର୍ଚ୍ଚାରେ ରହିଛି ଯେଉଁଥିରେ ଅଭିନେତ୍ରୀ ନିଜ ଆଧ୍ୟାତ୍ମିକତା ଭାବନା ବିଷୟରେ ଆଲୋଚନା କରିଛନ୍ତି । ଏଥିସହିତ ସେ ଜଣେ ୟୁଜର୍ସଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ଯାହାକୁ ଫ୍ୟାନ୍ସ ବେଶ୍ ପସନ୍ଦ କରୁଛନ୍ତି ଏବଂ ସମନ୍ଥାଙ୍କର ଖୁବ୍ ପ୍ରଶଂସା ମଧ୍ୟ କରାଯାଉଛି ।

Samantha Ruth Prabhu

ସମନ୍ଥା ରୁଥ୍ ପ୍ରଭୁ ଏବଂ ନାଗା ଚୈତନ୍ୟ 2021 ମସିହାରେ ପରସ୍ପରଠୁ ଅଲଗା ହୋଇଥିଲେ । ସେମାନଙ୍କର ଅଲଗା ହେବାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିଲା ହେଲେ ଦୁହେଁଙ୍କ ସହମତିରେ ହିଁ ଉଭୟ ପରସ୍ପରଠୁ ଅଲଗା ହୋଇଛନ୍ତି । ଏପରି ପରିସ୍ଥିତିରେ, ସମନ୍ଥାଙ୍କୁ ଜଣେ ୟୁଜର୍ ପଚାରିଥିଲେ ସେ ନାଗା ଚୈତନ୍ୟଙ୍କ କ'ଣ ପାଇଁ ଅଲଗା ହେଲେ । ଯାହାର ଉତ୍ତରରେ ଅଭିନେତ୍ରୀ କହିଥିଲେ , କ୍ଷମା କରିବେ ଆପଣଙ୍କର ଏହି ଅଭ୍ୟାସ ଭଲ ନୁହେଁ, ଆପଣଙ୍କୁ କିଛି ମଜବୁତ ଜିନୀଷର ଆବଶ୍ୟକତା ରହିଛି । ଆପଣଙ୍କ ଜୀବନ ପାଇଁ ଶୁଭକାମନା ।

ସମନ୍ଥା କିଛି ସମୟ ପୂର୍ବରୁ ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ ନିଜ-ଆରୋଗ୍ୟ ଯାତ୍ରା ବିଷୟରେ କହିଥିଲେ। ଏହି ଅଭିନେତ୍ରୀ ଧ୍ୟାନ, ଆରୋଗ୍ୟ ଏବଂ ଥେରାପି ଉପରେ କରିଥିବା ସମସ୍ତ କାର୍ଯ୍ୟ ନିଜ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି । ହେଲେ ଏହି ଭିଡିଓରେ ଜଣେ ୟୁଜର୍ ଏପରି ପ୍ରଶ୍ନ କରିଥିଲେ ଯାହାରୁ ସମନ୍ଥା ଅଣଦେଖା କରିଛନ୍ତି ।

ଅନେକ ଥର ସମନ୍ଥା ନିଜ ବିଫଳ ବିବାହ ବିଷୟରେ ଆଲୋଚନା କରିଛନ୍ତି । ସେ ପ୍ରକାଶ କରିଛନ୍ତି ଯେ ସେ ଏବଂ ନାଗା ଅଲଗା ହେବା ପରେ ତାଙ୍କ ସ୍ୱାସ୍ଥ୍ୟ ଅଧିକ ବିଗିଡି ଯାଇଥିଲା । ଯାହା ପ୍ରଭାହ ତାଙ୍କ କ୍ୟାରିୟର ଉପରେ ମଧ୍ୟ ପଡିଥିଲା । ହେଲେ ଅଭିନେତ୍ରୀ ସଙ୍ଘର୍ଷ ପରେ ନିଜ କ୍ୟାରିୟରରେ ଆଗକୁ ବଢିଛନ୍ତି ଏବଂ ଆଜି ସେ ସୁସ୍ଥ ଅଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+