ଜଣାଶୁଣା ମଡେଲଙ୍କୁ ଗଳାକାଟି ହତ୍ୟା
ହରିଆଣାର ଜଣାଶୁଣା ମଡେଲ୍ ଶୀତଲଙ୍କୁ ହତ୍ୟା । ତାଙ୍କୁ ଗଳାକାଟି ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଏକ କେନାଲ ନିକଟରୁ ତାଙ୍କର ମୃତଦେହ ଠାବ କରାଯାଇଛି । ଶୀତଲ୍ ହରିଆଣାରେ ଜଣେ ମଡେଲ ଭାବେ କାର୍ଯ୍ୟ କରୁଥିଲେ । ହତ୍ୟାର କାରଣ ଜଣାପଡିନାହଁ ।ହରିଆଣାର ଜଣାଶୁଣା ମଡେଲ୍ ଶୀତଲଙ୍କୁ ହତ୍ୟା । ତାଙ୍କୁ ଗଳାକାଟି ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଏକ କେନାଲ ନିକଟରୁ ତାଙ୍କର ମୃତଦେହ ଠାବ କରାଯାଇଛି । ଶୀତଲ୍ ହରିଆଣାରେ ଜଣେ ମଡେଲ ଭାବେ କାର୍ଯ୍ୟ କରୁଥିଲେ । ହତ୍ୟାର କାରଣ ଜଣାପଡିନାହିଁ ।

ଦୁଇ ଦିନ ତଳେ ଶୀତଳ ତାଙ୍କ ଭଉଣୀଙ୍କ ସହ ସୁଟିଂ ପାଇଁ ଯାଇଥିଲେ । ତାଙ୍କ ଭଉଣୀ ଫେରି ଆସିଥିଲେ ମଧ୍ୟ ଶୀତଳ ଘରକୁ ଆସି ନଥିଲେ । ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା ।












Click it and Unblock the Notifications