ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ ‘ଗୋବିନ୍ଦା ନାମ ମେରା'

Govinda Naam Mera :ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ ‘ଗୋବିନ୍ଦା ନାମ ମେରା'

ମୁମ୍ବାଇ: ବଲିଉଡ ଅଭିନେତା ବିକ୍କି କୌଶଲ । ବକ୍ସଅଫିସକୁ ଗୋଟେ ପରେ ଗୋଟେ ହିଟ୍ ଫିଲ୍ମ ଦେଇ ଦର୍ଶକ ମନରେ ରାଜ୍ କରୁଛନ୍ତି । ବର୍ତ୍ତମାନ ଅଭିନେତା ନିଜ ଆଗାମି ଫିଲ୍ମ ପାଇଁ ସୁଟିଂରେ ବିଜି ଅଛନ୍ତି । ଅଭିନେତା ଏବେ ଅନେକ ପ୍ରୋଜେକ୍ଟରେ କାମ କରୁଛନ୍ତି । ନିଜର ଦକ୍ଷ ଅଭିନୟ ପାଇଁ ଲୋକଙ୍କ ହୃଦୟରେ ନିଜ ପାଇଁ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିବା ସହ ଏବେ ବଡ଼ ବଡ଼ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ବିକ୍କି । ଏହା ମଧ୍ୟରେ ଓଟିଟିରେ ପାଦ ଦେବା ପାଇଁ ଯାଉଛନ୍ତି ।

govinda nam mera

ସୂଚନା ଅନୁସାରେ ଖୁବ ଶୀଘ୍ର ଫିଲ୍ମ ଭିକ୍କି 'ଗୋବିନ୍ଦା ନାମ ମେରା'ରେ ନଜର ଆସିବା ପାଇଁ ଯାଉଛନ୍ତି । ଯେଉଁ ଫିଲ୍ମର ସୁଟିଂ ଏବେ ଯାରି ରହିଛି । କିଛି ଦିନ ପୂର୍ବରୁ ଫିଲ୍ମ ନିର୍ମାତାମାନେ ଘୋଷଣା କରିଥିଲେ ଯେ ଫିଲ୍ମ 'ଗୋବିନ୍ଦା ନାମ ମେରା' ହଲ୍‌ରେ ରିଲିଜ୍‌ ହେବ । ହେଲେ ବର୍ତ୍ତମାନ ଖବର ରହିଛି ଫିଲ୍ମଟି OTTରେ ରିଲିଜ୍ ହେବ । ଯାହା ନିର୍ମାତାମାନେ କନଫର୍ମ କରିଛନ୍ତି । ହେଲେ ରିଲିଜ୍ ଡେଟ୍ ଏ ପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । ଏହି ଫିଲ୍ମରେ ଭିକ୍କିଙ୍କ ସହ ପୁଣି ଥରେ ଭୂମି ପେଡନେକରଙ୍କୁ ଦେଖିବା ପାଇଁ ମିଳିବ । ଏହା ସହ ଫିଲ୍ମରେ କିଆରା ଆଡଭାନୀଙ୍କୁ ମଧ୍ୟ ଦେଖିବାକୁ ମିଳିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+