ଆସନ୍ତା ମାସରେ ରିଲିଜ ହେବ ଇମୋସନ ଏବଂ ଏଣ୍ଟରଟେନମେଣ୍ଟର ପ୍ୟାକେଜ ଫିଲ୍ମ ''ଗୁଡବାଏ''
ଅମିତାଭ ବଚ୍ଚନ ଏବଂ ଦକ୍ଷିଣୀ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ଗୁଡବାଏର ପୋଷ୍ଟର । ବାଲାଜୀ ଟେଲିଫିଲ୍ମ ଏବଂ ରିଲାଏନ୍ସ ଏଣ୍ଟରଟେନମେଣ୍ଟ୍ର ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର 'ଗୁଡବାଏ'।
ମୁମ୍ବାଇ: ରିଲିଜ ହେଲା ଅମିତାଭ ବଚ୍ଚନ ଏବଂ ଦକ୍ଷିଣୀ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ଗୁଡବାଏର ପୋଷ୍ଟର । ବାଲାଜୀ ଟେଲିଫିଲ୍ମ ଏବଂ ରିଲାଏନ୍ସ ଏଣ୍ଟରଟେନମେଣ୍ଟ୍ର ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର 'ଗୁଡବାଏ'। ପୋଷ୍ଟର ରିଲିଜ୍ ହେବା ସହିତ ଫିଲ୍ମ ରିଲିଜ ହେବାର ତାରିଖ ମଧ୍ୟ ଘୋଷଣା କରାଯାଇଛି । ଅଭିନେତ୍ରୀ ରଶ୍ମିକା ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ଏହି ସୂଚନା ପ୍ରଦାନ କରିଛନ୍ତି ।

ଏହା ଏପରି ଏକ କାହାଣୀ ଯାହା ପ୍ରତ୍ୟେକ ପରିବାର ସହିତ ସଂଯୁକ୍ତ ଥିବା ଆପଣ ଦେଖିବା ପରେ ନିଶ୍ଚୟ ଅନୁଭବ କରିପାରିବେ । ମୁଁ ବଚ୍ଚନ ଜୀଙ୍କ ସହ କାମ କରିବାକୁ ଖୁବ ଉତ୍ସାହିତ ରହିଛି । ଏଥିସହିତ ଏହି ଚଳଚ୍ଚିତ୍ରରେ ସାଉଥ ସୁନ୍ଦରୀ ରଶ୍ମିକା ମନ୍ଦନାଙ୍କୁ ଉପସ୍ଥାପନ କରି ବହୁତ ଖୁସି ।












Click it and Unblock the Notifications