ରାଜ୍ୟରେ କମିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ ରହିଛି Gold Price

Gold Price Today In Odia: ୟୁନିୟନ ବଜେଟ୍ ପରେ ସୁନା ମୂଲ୍ୟ ଦିନକୁ ଦିନ କମିବାରେ ଲାଗିଛି । ଶ୍ରାବଣ ମାସରେ ମାସରେ ସୁନା ମୂଲ୍ୟରେ କ୍ରମାଗତ ପରିବର୍ତ୍ତନ ହେଉଥିବାର ଦେଖିବା ପାଇଁ ମିଳୁଛି । ସୁନା ଦର ହ୍ରାସକୁ ପାଇବା ପରେ ସୁନା ଦୋକାନରେ ଗ୍ରାହକ ଭିଡ଼ ଦେଖିବା ପାଇଁ ମିଳୁଛି । ଆଜି ଭାରତରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୬୮,୯୫୦ ଟଙ୍କା ରହିଛି ସେହିପରି ୨୪ କ୍ୟାରେଟ୍ ସୁନା ଦର ୬୮,୯୫୦ ହୋଇଛି ।

Gold Price


ସେହିପରି ମୁମ୍ବାଇରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୬୩,୨୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୬୮,୯୫୦ ଟଙ୍କା ରହିଛି । ଦେଶର ରାଜଧାନୀ ଦିଲ୍ଲୀରେ ୨୩ କ୍ୟାରେଟ୍ ସୁନା ଦର ୬୩,୩୫୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୬୯,୧୦୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୬୩,୮୫୦ ଟଙ୍କା ରହିଛି ଏବଂ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୬୯,୬୫୦ ଟଙ୍କା ।

କୋଲକତାରେ ୨୨ କ୍ୟାରେଟ୍ ଏବଂ ୨୪ କ୍ୟାରେଟ୍ ସୁନା ମୂଲ୍ୟ ଯଥାକ୍ରମେ ୬୩,୨୦୦ ଟଙ୍କା ଏବଂ ୬୮,୯୫୦ ଟଙ୍କା ରହିଛି । ରୁପା ମୂଲ୍ୟ କେଜି ପ୍ରତି ୮୪,୫୦୦ ଟଙ୍କା ରହିଛି । ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ଗ୍ରାମ ପ୍ରତି ୬,୪୦୦ ଟଙ୍କାର ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ଗ୍ରାମ ପ୍ରତି ୬,୯୮୨ ଟଙ୍କା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+