ମହଙ୍ଗା ପଡିଲା ଅଶ୍ଲୀଳ ଫଟୋସୁଟ: ବନ୍ଧା ହେଲେ ପୁନମ ପାଣ୍ଡେ
ଅଶ୍ଲୀଳ ଫଟୋସୁଟ୍ କରି ଅଭିନେତ୍ରୀ ପୁନମ ପାଣ୍ଡେ ଗିରଫ
ଭୁବନେଶ୍ୱର : ଗୋଆ ସମୁଦ୍ର ବେଳାଭୂମିରେ ଫଟୋସୁଟ୍ କରିବା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ପାଇଁ ମହଙ୍ଗା ପଡିଛି । ଗୋଆର ମାରଗାଓଁ ଥାନାରେ ଏନେଇ ଅଭିଯୋଗ ହୋଇଥିବା ବେଳେ ଏହାକୁ ଭିତ୍ତି କରି ପୁଲିସ ପୁନମଙ୍କୁ ଗିରଫ କରିଛି । ଗୋଆର ସମୁଦ୍ର ବେଳାଭୂମିରେ ଫଟୋସୁଟ୍ ନେଇ ଗୋଆ ଫରଓ୍ୱାର୍ଡ ପାର୍ଟି ଥାନାରେ ଅଭିଯୋଗ କରିଥିଲା ।













Click it and Unblock the Notifications