Get Updates
Get notified of breaking news, exclusive insights, and must-see stories!

ବିଟାଉନ ସେଲିବ୍ରିଟିଙ୍କ ଖ୍ରୀଷ୍ଟମାସ ସେଲିବ୍ରେସନର ଝଲକ

Bollywood Stars Celebrate Christmas: ଏଥର ବିଦେଶରେ ଖ୍ରୀଷ୍ଟମାସ ସେଲିବ୍ରେଟ୍ କରିଛନ୍ତି ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଏବଂ ଭିକ୍କି କୌଶଲ । ଅଭିନେତ୍ରୀ ନିଜ ଇନଷ୍ଟା ଆକାଉଣ୍ଟରେ ଫେଷ୍ଟିଭାଲ୍ ସେଲିବ୍ରେସନର ଅନେକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଉଭୟ ବେଶ ଖୁସ୍ ନଜର ଆସୁଛନ୍ତି ।

କ୍ୟାଟ୍ରିନା କୈଫ ଏବଂ ଭିକ୍କି କୌଶଲ ବଲିଉଡର ସବୁଠାରୁ ପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ ଜଣେ । ଏହି ଦମ୍ପତି ସର୍ବଦା ପ୍ରଶଂସକଙ୍କ ସହିତ ନିଜ ସେଲିବ୍ରେସନର ଫଟୋ ସେୟାର କରିଥାନ୍ତି । କ୍ୟାଟ୍ରିନା ତାଙ୍କ ଇନଷ୍ଟା ଆକାଉଣ୍ଟରେ ସ୍ୱାମୀ ବିକ୍କି କୌଶଲଙ୍କ ସହ ଖ୍ରୀଷ୍ଟମାସ ଉତ୍ସବର ଫଟୋ ସେୟାର କରିଛନ୍ତି ।

Bollywood Stars Celebrate Christmas

ପ୍ରଥମ ଫଟୋରେ କ୍ୟାଟ୍ରିନା ତାଙ୍କ ଭଉଣୀମାନଙ୍କ ସହ ପୋଜ୍ ଦେଉଥିବା ନଜର ଆସୁଛନ୍ତି । ସସମସ୍ତେ ଖ୍ରୀଷ୍ଚମାସ ପାଇଁ ନାଲି ରଙ୍ଗର ଡ୍ରେସ ପିନ୍ଧିଥିବାର ନଜର ଆସୁଛନ୍ତି । ସେହିପରି କ୍ୟାଟ୍ରିନାଙ୍କ ଲୁକର ବେଶ ପ୍ରଶଂସା କରାଯାଉଛି । ନିଜ ଭଉଣୀମାନଙ୍କ ସହିତ ଫଟୋ କ୍ଲିକ୍ କରିବା ସମୟରେ ଅଭିନେତ୍ରୀ ବହୁତ ଖୁସ୍ ନଜର ଆସୁଛନ୍ତି । ଦ୍ଵିତୀୟ ଫଟୋରେ କ୍ୟାଟ୍ରିନା ଏବଂ ବିକ୍କିଙ୍କୁ ଦେଖିବା ପାଇଁ ମିଳୁଛି । କ୍ୟାଟ୍ରିନା ମଧ୍ୟ ତାଙ୍କ ଘର ଭିତରେ ସୁନ୍ଦର ଭାବରେ ସଜାଯାଇଥିବାର ଦେଖିବା ପାଇଁ ମିଳୁଛି। ଖ୍ରୀଷ୍ଟମାସ ଟ୍ରି'ର ଝଲକ ଦେଖିବା ପାଇଁ ମିଳୁଛି ।

Celebrate Christmas

ସେହିପରି ପୁରା କପୁର ଫ୍ୟାମିଲି ଏଥର ଏକାଠି ଖ୍ରୀଷ୍ଟମାସ ସେଲିବ୍ରେଟ୍ କରିଥିବାର ଦେଖିବା ପାଇଁ ମିଳିଥିଲା ।

Bollywood Stars Celebrate

ବିଦେଶରେ ଦେଶୀ ଗର୍ଲ ମଧ୍ୟ ସ୍ୱାମୀ ନିକ୍କଙ୍କ ସହ ନଜର ଆସିଥିଲେ । ଉଭୟ ବେଶ୍ ରୋମାଣ୍ଟିକ୍ ଅନ୍ଦାର ଖ୍ରୀଷ୍ଟମାସ ସେଲିବ୍ରେଟ୍ କରିଥିଲେ । ସୋସିଆଲ ମିଡିଆ ଜରିଆରେ ଲୋକେ ଉଭୟଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

Bollywood Stars Celebrate

କରିସ୍ମା କପୁର ଇନଷ୍ଟାରେ ଏକ ସୁନ୍ଦର ଫଟୋ ସେୟାର କରିନ୍ତି ।

alia

ଆଲିଆ ଭଟ୍ଟ ତାଙ୍କ ଝିଅ ରାହା ଏବଂ ସ୍ୱାମୀ ରଣବୀର କପୁରଙ୍କ ସହ ନିଜ ପିତାମାତାଙ୍କ ଘରେ ଖ୍ରୀଷ୍ଟମାସ ପାଳନ କରିଥିଲେ। ଅଭିନେତ୍ରୀ ତାଙ୍କ ଇନଷ୍ଟା ଆକାଉଣ୍ଟରେ ଖ୍ରୀଷ୍ଟମାସ ଉତ୍ସବର ଫଟୋ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ସେ ପୁରା ପରିବାର ସହିତ ମଜା କରୁଥିବାର ନଜର ଦେଖିବା ପାଇଁ ମିଳିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+