Get Updates
Get notified of breaking news, exclusive insights, and must-see stories!

Met Gala 2023:ନିକ୍-ପ୍ରିୟଙ୍କାଙ୍କ ଜଲୱା, ଏହି ଇଭେଣ୍ଟରୁ ଆରମ୍ଭ ହୋଇଥିଲା ପ୍ରେମ

ମୁମ୍ବାଇ: ନ୍ୟୁୟର୍କରେ ମେଟ ଗାଲା 2023 କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଯେଉଁଥିରେ ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ତାଙ୍କ ସ୍ୱାମୀ ନିକ ଜୋନାସଙ୍କ ସହ ନଜର ଆସିଥିଲେ । ଏହି ପ୍ରସିଦ୍ଧ ଫ୍ୟାଶନ ସୋ'ରେ ଦୁହେଁ କଳା ରଙ୍ଗର ପୋଷାକ ପିନ୍ଧିଥିବାର ନଜର ଆସିଲେ ।

ବ୍ଲାକ୍ ଡ୍ରେସରେ ପ୍ରିୟଙ୍କା ଚୋପ୍ରା
ମେଟ ଗାଲା 2023 ଇଭେଣ୍ଟରେ ପ୍ରିୟଙ୍କା ଚୋପ୍ରାଙ୍କୁ କଳା ରଙ୍ଗରେ ଡିଜାଇନର ଡ୍ରେସରେ ଦେଖିବା ପାଇଁ ମିଳିଥିଲା । ପ୍ରିୟଙ୍କା ଚୋପ୍ରାଙ୍କୁ ଚଳିତ ବର୍ଷ ଏକ ଡିଫରେଣ୍ଟ ଅନ୍ଦାଜରେ ଦେଖିବା ପାଇଁ ମିଳିଥିଲା । ଅଭିନେତ୍ରୀଙ୍କ ଲୁକକୁ ଖାସ କରିଥିଲା ତାଙ୍କ ସୁନ୍ଦର ହୀରା ହାର ।

Met Gala 2023

ନିକ୍-ପ୍ରିୟଙ୍କାଙ୍କ ସୁପରହିଟ୍ ଯୋଡି
ଏହି ଇଭେଣ୍ଟରେ ନିକ-ପ୍ରିୟଙ୍କା ଉଭୟଙ୍କୁ କଳା ରଙ୍ଗର ଡ୍ରେସରେ ଦେଖିବା ପାଇଁ ମିଳିଥିଲା । ନିକ୍ ଜୋନାସ୍ କଳା ପ୍ୟାଣ୍ଟ, ଧଳା ସାର୍ଟ ଏବଂ କଳା ରଙ୍ଗର ଟାଇରେ ନଜର ଆସିଥିଲେ । ଏହା ସହ ସେ ସାର୍ଟ ଉପରେ ଏକ କଳା ଜ୍ୟାକେଟ୍ ମଧ୍ୟ ପିନ୍ଧିଥିଲେ ।

Priyanka Chopra

ଏହି ଷ୍ଟାର ଦମ୍ପତିଙ୍କୁ ମେଟ୍ ଗାଲାର ରେଡ କାର୍ପେଟରେ ଉଭୟଙ୍କ ଷ୍ଟାଇଲ୍ ଓ ବଣ୍ତିଙ୍ଗ୍ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଉଭୟ ସାଉଁଟିଥିଲେ ଅନେକ ପ୍ରଶଂସା । ନିକ୍-ପ୍ରିୟଙ୍କାଙ୍କର ଫଟୋ ଓ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ତେବେ ଖାସ କଥା ହେଉଛି ଯେ, କିଛି ବର୍ଷ ପୂର୍ବେ ଏହି ଇଭେଣ୍ଟରୁ ହିଁ ଦମ୍ପତିଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା ।

ସୋସିଆଲ ମିଡିଆରେ ପିସି-ଆଲିଆଙ୍କ ରାଜ
ପ୍ରିୟଙ୍କା ନିଜ୍ ମେଟ୍ ଗାଲାକୁ ଲୁକକୁ ନେଇ ଚର୍ଚ୍ଚାରେ ଅଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି । ଅନେକ ଫ୍ୟାନ୍ ପେଜରେ ବର୍ତ୍ତମାନ ପିସିଙ୍କ ଜଲୱା ଦେଖିବା ପାଇଁ ମିଳୁଛି । ପ୍ରଶଂସକମାନେ ତାଙ୍କ ଏହି ଲୁକକୁ ବହୁତ ପସନ୍ଦ କରୁଛନ୍ତି । ଆଲିଆ ଭଟ୍ଟ ଚଳିତ ବର୍ଷ ତାଙ୍କର ମେଟ ଗାଲା ଡେବ୍ୟୁ କରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+