Get Updates
Get notified of breaking news, exclusive insights, and must-see stories!

ବଲିଉଡରୁ ଆସି ଦୁଃଖଦ ଖବର, ଫିଲ୍ମ ନିର୍ମାତା ଅୟନଙ୍କ ପିତା ଦେବ ମୁଖାର୍ଜୀଙ୍କ ଦେହାନ୍ତ

Deb Mukherjee Funeral: ବଲିଉଡ ନିର୍ଦ୍ଦେଶକ ଅୟନ ମୁଖାର୍ଜୀଙ୍କ ବାପା ଏବଂ କାଜୋଲଙ୍କ କାକା ଦେବ ମୁଖାର୍ଜୀଙ୍କ ଦେହାନ୍ତ ହୋଇଯାଇଛି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ ଏବଂ ତାଙ୍କର ଚିକିତ୍ସା ଜାରି ଥିଲା । ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଦେବଙ୍ଗ ବିୟୋଗ ଖବର ଶୁଣିବା ପରେ ସାରା ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି ।

Deb Mukherjee passes away

ମୁମ୍ବାଇର ଜୁହୁ ସ୍ଥିତ ପବନ ହଂସ ଶ୍ମଶାନ ଘାଟରେ ଆଜି ଦେବଙ୍କର ଅନ୍ତିମ ସଂସ୍କାର କରାଯିବ । ଏହି ଅବସରରେ ବଲିଉଡର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ହୋଇଛନ୍ତି । ଦେବଙ୍କ ସମ୍ପର୍କୀୟ ଏବଂ ଫିଲ୍ମ ଷ୍ଟାରମାନେ ଅୟାନ ମୁଖାର୍ଜୀଙ୍କ ଘରେ ପହଞ୍ଚିଛନ୍ତି । କାକା ଦେବ ମୁଖାର୍ଜୀଙ୍କ ମୃତ୍ୟୁ ଖବର ଶୁଣି ଅଭିନେତ୍ରୀ କାଜୋଲ ଭାଇ ଆୟନଙ୍କ ଘରକୁ ପହଞ୍ଚିଥିଲେ। ଆପଣଙ୍କୁ କହି ରଖୁଛୁ ଯେ କାଜୋଲ ତାଙ୍କ କାକା ଦେବଙ୍କ ବହୁତ ନିକଟତର ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+