ସ୍ୱାଧୀନତା ଦିବସରେ ରିଲିଜ୍ ହେଲା 'ସ୍ତ୍ରୀ 2', ଜିଣୁଛି ଦର୍ଶକଙ୍କ ମନ

Stree 2 Review In Odia: ରାଜକୁମାର ରାଓ, ଶ୍ରଦ୍ଧା କପୁର ଏବଂ ପଙ୍କଜ ତ୍ରିପାଠୀଙ୍କ ଚଳଚ୍ଚିତ୍ର 'ସ୍ତ୍ରୀ' ଆଜି ଅର୍ଥାତ୍ ୧୫ ଅଗଷ୍ଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଛୁଟିଦିନ ହେତୁ ଏହି ଚଳଚ୍ଚିତ୍ର ଦେଖିବା ପାଇଁ ସକାଳୁ ବହୁ ସଂଖ୍ୟକ ଲୋକଙ୍କ ଭିଡ଼ ପ୍ରେକ୍ଷାଳୟ ବାହାରେ ଦେଖିବା ପାଇଁ ମିଳୁଛି । ଲୋକମାନେ ଏହି ଚଳଚ୍ଚିତ୍ରର ରିଲିଜକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ଏହି ସିନେମାକୁ ଦର୍ଶକଙ୍କର ବେଶ ଭଲ ପାଇବା ମଧ୍ୟ ମିଳୁଛି । ନିର୍ମାତାମାନେ ଆଶା ରଖିଛନ୍ତି ଯେ ଏହି ଚଳଚ୍ଚିତ୍ର ନିଶ୍ଚିତ ଭାବରେ ବକ୍ସ ଅଫିସରେ ହିଟ୍ ହେବ ।

Stree 2 Bollywood

ଲୋକେ ଏହି ଫିଲ୍ମର କାହାଣୀକୁ ବେଶ ଅଧିକ ପସନ୍ଦ କରୁଛନ୍ତି । ଏହା ଏପର୍ଯ୍ୟନ୍ତ ଚଳିତ ବର୍ଷର ସର୍ବୋତ୍ତମ ଫିଲ୍ମ ଭାବରେ ଉଭା ହୋଇପାରେ,ଯାହା ଦର୍ଶକଙ୍କ ମନୋରଞ୍ଜନ କରିବାର କୌଣସି କମି ଛାଡି ନାହିଁ । ଏହି ସିନେମାର ଷ୍ଟାରକାଷ୍ଟ ଏବଂ କାହାଣୀ ମଧ୍ୟ ଜବରଦସ୍ତ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+