ଫିଲ୍ମ ନିର୍ମାତା ଅକ୍ଷୟ ପରିଜାଙ୍କ ଅଶ୍ଳିଳ ଫଟୋ ଭାଇରାଲ୍ !

ଫିଲ୍ମ ନିର୍ମାତା ଅକ୍ଷୟ ପରିଜାଙ୍କ ଅଶ୍ଳିଳ ଫଟୋ ଭାଇରାଲ୍ ! ଅଭିନେତ୍ରୀ କରାଇବା ଆଳରେ ଯୁବତୀଙ୍କୁ ଦେଉଥିଲେ ଯୌନ ନିର୍ଯ୍ୟାତନା

ଭୁବନେଶ୍ୱର: ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ସାଂଘାତିକ ଅଭିଯୋଗ । ଅଭିନେତ୍ରୀ କରାଇବା ଆଳରେ ଦେଢ ବର୍ଷ ଧରି ଯୌନ ଶୋଷଣ କରୁଥିବାର ଅଭିଯୋଗ ଆଣିଛନ୍ତି ଯୁବତୀ । ଜୋରଜବରଦସ୍ତ କରି ରଖୁଥିଲେ ଶାରୀରିକ ସମ୍ପର୍କ । ଅଶ୍ଳୀଳ ଫଟୋ ରଖି ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ । ଏପରିକି ଯୁବତୀଙ୍କ ବିବାହ ଠିକ୍ ହେବା ପରେ ତାଙ୍କୁ ଅଧିକ କଷ୍ଟ ଦେଉଥିଲେ । ଅନ୍ୟତ୍ର ବିବାହ କଲେ ଜୀବନରୁ ମାରିଦେବେ ବୋଲି ଦେଉଥିଲେ ଧମକ । ସେପଟେ ଅଭିଯୋଗ ସମ୍ପର୍କରେ ଫିଲ୍ମ ନିର୍ମାତା ଅକ୍ଷୟ ପରିଜା କିଛି ପ୍ରତିକ୍ରିୟା ରଖି ନାହଁନ୍ତି । ହେଲେ ନୂଆପଲ୍ଲୀ ଥାନାରେ ପାଲଟା ଅଭିଯୋଗ କରିଛନ୍ତି ନିର୍ମାତା ।

Akshay Kumar Parija

ସୂଚନା ଅନୁସାରେ ଫିଲ୍ମ ନିର୍ମାତା ଅକ୍ଷୟ ପରିଜା ଯୁବତୀଙ୍କୁ ଦେଢ ବର୍ଷ ହେବ ଯୌନ ନିର୍ଯ୍ୟାତନା ଦେଇ ଆସୁଥିଲେ । ଏ ନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବା ସହ ପ୍ରମାଣ ସ୍ଵରୂପ ଯୁବତୀ କିଛି ଫଟୋ ମଧ୍ୟ ଦେଇଛନ୍ତି ହେଲେ ଏହି ଅଭିଯୋଗ ନେଇ ଥାନା କର୍ତ୍ତୃପକ୍ଷ କିଛି ସ୍ପଷ୍ଟ କରୁନାହଁନ୍ତି ବୋଲି କହିଛନ୍ତି ଯୁବତୀ । ସୋଶାଲ ମିଡିଆରେ ଯୁବତୀଙ୍କ ସହ ଫିଲ୍ମ ନିର୍ମାତା ଅକ୍ଷୟ ପରିଜାଙ୍କର କିଛି ଅନ୍ତରଙ୍ଗ ଫଟୋ ମଧ୍ୟ ଭାଇରାଲ ହୋଇଛି । ତେବେ ଅନ୍ୟତ୍ର ବିବାହ କଲେ ଜୀବନରୁ ମାରିଦେବେ ବୋଲି ମଧକ ଦେଉଥିଲେ ଫିଲ୍ମ ନିର୍ମାତା ଅକ୍ଷୟ ।

ସେପଟେ ଅଭିଯୋଗ ସମ୍ପର୍କରେ ଫିଲ୍ମ ନିର୍ମାତା ଅକ୍ଷୟ ପରିଜାଙ୍କର କିଛି ପ୍ରତିକ୍ରିୟା ମିଳିନାହିଁ । ହେଲେ ନୂଆପଲ୍ଲୀ ଥାନାରେ ପାଲଟା ଅଭିଯୋଗ କରିଛନ୍ତି ନିର୍ମାତା । ଯୁବତୀ ଜଣକ ତାଙ୍କୁ ବ୍ଲାକମେଲିଂ କରୁଥିବା ନେଇ ଅକ୍ଷୟ ପରିଜା ଏତଲା ଦେଇଛନ୍ତି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+