ବକ୍ସଅଫିସରେ 'ଫାଇଟର୍' ମ୍ୟାଜିକ୍, ୧୦ମ ଦିନ କଲା ଏତିକି କୋଟିର ବ୍ୟବସାୟ
Fighter Box Office Collection Day 10: ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋଣଙ୍କ ଅଭିନୀତ 'ଫାଇଟର୍' ଅନ୍ୟତମ। ଦେଶଭକ୍ତିରେ ପରିପୂର୍ଣ୍ଣ ସିଦ୍ଧାର୍ଥ ଆନନ୍ଦଙ୍କ ଏରିଲ୍ ଆକ୍ସନ୍ ଫିଲ୍ମ ଯବରଦସ୍ତ ଓପନିଂ କରିଥିଲା । ପ୍ରଥମ ଦିନ ଆୟ ଦେଖି ଲାଗୁଥିଲା ଏହି ସିନେମାଟି ଅନେକ ଫିଲ୍ମର ଆୟ ବ୍ରେକ୍ କରିବ । ହେଲେ ପ୍ରଥମ ସପ୍ତାହ ପରେ ଫିଲ୍ମର ବ୍ୟବସାୟ ଟିକେ ମାନ୍ଦା ପଡିଯାଇଥିବା ବେଳେ ଦ୍ୱିତୀୟ ସପ୍ତାହରେ ଏକ ଖାସ ଆୟ କରିପାରି ନଥିଲା ହ୍ରିତିକ୍ ରୋଶନଙ୍କ ଫିଲ୍ମ ଫାଇଟର୍ । ହେଲେ ଶୁକ୍ରବାର ତୁଳନାରେ ଶନିବାର ଦିନ ଏହି ଫିଲ୍ମ ଖୁବ୍ ଭଲ ବ୍ୟବସାୟ କରିଥିବା କରିଛି ।
25 ଜାନୁଆରୀରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଆକ୍ସନ୍ ଫିଲ୍ମ ଓପନିଂ ଡେ'ରେ ଦିନରେ 22.05 କୋଟି ଟଙ୍କା ଆୟ କରିଲା । ଏହି ଚଳଚ୍ଚିତ୍ରର ପ୍ରଥମ ସପ୍ତାହରେ ବହୁତ ଭଲ ରୋଜଗାର କରିଥିଲା । ବର୍ତ୍ତମାନ ଏବେ ଫିଲ୍ମର ଦଶମ ଦିନର ଆୟ ପ୍ରକାଶ ପାଇଛି । ତେବେ ଆସନ୍ତୁ ଜାଣିବା ବକ୍ସ ଅଫିସରେ ଫାଇଟର୍ କେତେ କୋଟିର ବ୍ୟବସାୟ କରିଛି ।

ପ୍ରାରମ୍ଭିକ ଟ୍ରେଣ୍ଡ ରିପୋର୍ଟ ଅନୁଯାୟୀ, 'ଫାଇଟର୍' ଦଶମ ଦିନରେ 10.05 କୋଟି ଟଙ୍କା ଆୟ କରିଛି। ଏହା ସହିତ, 'ଫାଇଟର୍'ର 10 ଦିନର ସଂଗ୍ରହ ବର୍ତ୍ତମାନ 162.75 କୋଟି ଟଙ୍କାରେ ପହଞ୍ଚିଛି । ଖୁବ୍ ଶୀଘ୍ର ଦୀପିକା ଏବଂ ହ୍ରିତିକଙ୍କ 'ଫାଇଟର୍' 200 କୋଟି ଟଙ୍କାର କ୍ଲବରେ ସାମିଲ ହେବା ପାଇଁ ଯାଉଛି ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ











Click it and Unblock the Notifications