ତୃତୀୟ ବିବାହ କଲେ ପ୍ରସିଦ୍ଧ ୟୁଟ୍ୟୁବର୍ ଅରମାନ୍ ମଲିକ୍, ସୋସିଆଲ ମିଡିଆରେ ଭାଇରାଲ୍ ହେଲା ଭିଡିଓ

ୟୁଟ୍ୟୁବର୍ ଅରମାନ୍ ମଲିକ୍ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏହାରି ମଧ୍ୟରେ ତାଙ୍କର ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ନିଜ ତୃତୀୟ ପତ୍ନୀଙ୍କ ସହ ନଜର ଆସୁଛନ୍ତି !

 Arman Malik Third Wife
Arman Malik Third Wife: ୟୁଟ୍ୟୁବର୍ ଅରମାନ୍ ମଲିକ୍ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ୟୁଟ୍ୟୁବ୍, ଇନଷ୍ଟାଗ୍ରାମ୍ ଏବଂ ଫେସବୁକରେ ଅରମାନଙ୍କର ଭିଡିଓ ଜିଣିଥାଏ ଲୋକଙ୍କ ମନ । ଦୁଇଟି ଝିଅଙ୍କୁ ବିବାହ କରି ଲାଇମଲାଇଟରେ ରହିଥାନ୍ତି ପ୍ରସିଦ୍ଧ ୟୁଟ୍ୟୁବର ଅରମାନ । ବର୍ତ୍ତମାନ ପୁଣି ଥରେ ଅରମାନ ବିବାହ କରିଛନ୍ତି ଏବଂ ତୃତୀୟ ପତ୍ନୀଙ୍କୁ ମଧ୍ୟ ଘରକୁ ଆଣିଛନ୍ତି ! ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ଲୋକଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଛି ।

ଅରମାନଙ୍କର ତୃତୀୟ ବିବାହ !

ଚିରାୟୁ ପାୟଲ ମଲିକ ଫେସବୁକରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଦୁଇ ପତ୍ନୀଙ୍କ ଘର ଥିବା ସତ୍ୱେ ଅରମାନ ଆଉ ଜଣେ ମହିଳାଙ୍କୁ ବିବାହ କରି ଘରକୁ ନେଇ ଆସିଛନ୍ତି । ଅରମାନଙ୍କର ତୃତୀୟ ପତ୍ନୀଙ୍କୁ ଦେଖି ବେଶ୍ ରାଗି ଯାଇଛନ୍ତି ଦୁଇ ପତ୍ନୀ ପାୟଲ ଏବଂ କ୍ରିତିକା ।

ଅରମାନ ମଲିକଙ୍କ ତୃତୀୟ ପତ୍ନୀ ବିଷୟରେ ଜାଣିବା ପରେ କ୍ରିତିକା ଏବଂ ପାୟଲ ଖୁବ୍ ରାଗିକି ଗାଳି ଗୁଲଜ କରୁଛନ୍ତି । କ୍ରିଟିକା ମଧ୍ୟ ଅରମାନକୁ ଅପମାନିତ କରୁଛନ୍ତି । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ପ୍ରକୃତରେ ଅରମାନ ତୃତୀୟ ବିବାହ କରି ନାହାଁନ୍ତି । ଦୀର୍ଘ ସମୟ ଧରି ପ୍ରାଙ୍କ୍ କରିବା ପରେ ଅରମାନ ନିଜର ଦୁଇ ପତ୍ନାଙ୍କୁ ସତ କଥା କହିଛନ୍ତି । ସେ ବିବାହ କରି ନାହାଁନ୍ତି ବୋଲି ଜଣାଇଛନ୍ତି ।

ତେବେ ଅରମାନ ମଲିକଙ୍କ ଦୁଇ ପତ୍ନୀ ମା' ହେବାକୁ ଯାଉଛନ୍ତି । ଯେତେବେଳେ ଦୁଇ ପତ୍ନୀ ଏକା ସମୟରେ ଗର୍ଭବତୀ ହୋଇଥିଲେ ସେତେବେଳେ ଅରମାନଙ୍କୁ ଖୁବ୍ ଟ୍ରୋଲର ଶିକାର ହେବା ପାଇଁ ପଡିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+