• search
For Quick Alerts
Turn On Notification  
For Daily Alerts

ହସ୍ପିଟାଲରେ ଭର୍ତ୍ତି ହେଲେ ଲୋକପ୍ରିୟ କବି ମୁନାୱର ରାଣା

|

ଲକ୍ଷ୍ନୌ: ଲୋକପ୍ରିୟ କବି ମୁନାୱର ରାଣାଙ୍କ ଅବସ୍ଥା ଗୁରୁତର । ହଠାତ ସ୍ବାସ୍ଥ୍ୟବସ୍ଥା ବିଗିଡି ଯିବାରୁ ତାଙ୍କୁ ଲକ୍ଷ୍ନୌ ଏସଜିପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତର ତାଙ୍କ ଅବସ୍ଥା ସଙ୍ଗୀନ ଥିବା କହିଛନ୍ତି । ମୁନାୱରଙ୍କ କିଡନୀ ସମସ୍ୟା ଥିବା କହିଛନ୍ତି ଡାକ୍ତର ।

munawar
ବର୍ତ୍ତମାନ ତାଙ୍କର ଅସ୍ତ୍ରୋପ୍ରଚାର କରାଯିବ,ଏନେଇ ସମସ୍ତ ପ୍ରସ୍ତୁତି ସରିଛି। କିଡନୀ ସମସ୍ୟା ଭୋଗୁଥିବା ମୁନାୱରଙ୍କର ଡାଇଲିସିସ ଚାଲିଛି । ବର୍ତ୍ତମାନ ତାଙ୍କୁ ଏମରଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଛି । ଆଜି ତାଙ୍କର ଅସ୍ତ୍ରୋପ୍ରଚାର କରାଯିବା ନେଇ ଡାକ୍ତର ସୂଚନା ଦେଇଛନ୍ତି ।

sgpgi ହସ୍ପିଟାଲ ଜନ ସଂପର୍କ ଅଧିକାରୀ କୁସୁମ ରାଣାଙ୍କ କହିବା ଅନୁସାରେ,ମୁନାୱରଙ୍କୁ ପ୍ରଥମେ ସହ ବାଦ୍ଧକ୍ୟ ସମସ୍ୟାରେ ସମ୍ମୁଖୀନ ହୋଇଥିଲେ । କେବଳ ଏତିକି ନୁହେଁ ତାଙ୍କୁ ମଲ୍ଟି ଅର୍ଗାନ ଡିଫିକଲଟିଜ ମଧ୍ୟ ଭୋଗିବାକୁ ପଡୁଛି । ତେଣୁ ଆଜି ତାଙ୍କର ସର୍ଜରୀ ପରେ ପରବର୍ତ୍ତୀ ଚିକିତ୍ସା ବିଷୟରେ ଚିନ୍ତା କରାଯିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
famous poet munawwar rana hospitalised in serious condition. He is suffering with kidney issues.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X