ହସ୍ପିଟାଲରେ ଭର୍ତ୍ତି ହେଲେ ଲୋକପ୍ରିୟ କବି ମୁନାୱର ରାଣା
ଲୋକପ୍ରିୟ କବି ମୁନାୱର ରାଣାଙ୍କ ଅବସ୍ଥା ଗୁରୁତର । ହଠାତ ସ୍ବାସ୍ଥ୍ୟବସ୍ଥା ବିଗିଡି ଯିବାରୁ ତାଙ୍କୁ ଲକ୍ଷ୍ନୌ ଏସଜିପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତର ତାଙ୍କ ଅବସ୍ଥା ସଙ୍ଗୀନ ଥିବା କହିଛନ୍ତି । ମୁନାୱରଙ୍କ କିଡନୀ ସମସ୍ୟା ଥିବା କହିଛନ୍ତି ଡାକ୍ତର
ଲକ୍ଷ୍ନୌ: ଲୋକପ୍ରିୟ କବି ମୁନାୱର ରାଣାଙ୍କ ଅବସ୍ଥା ଗୁରୁତର । ହଠାତ ସ୍ବାସ୍ଥ୍ୟବସ୍ଥା ବିଗିଡି ଯିବାରୁ ତାଙ୍କୁ ଲକ୍ଷ୍ନୌ ଏସଜିପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତର ତାଙ୍କ ଅବସ୍ଥା ସଙ୍ଗୀନ ଥିବା କହିଛନ୍ତି । ମୁନାୱରଙ୍କ କିଡନୀ ସମସ୍ୟା ଥିବା କହିଛନ୍ତି ଡାକ୍ତର ।

sgpgi ହସ୍ପିଟାଲ ଜନ ସଂପର୍କ ଅଧିକାରୀ କୁସୁମ ରାଣାଙ୍କ କହିବା ଅନୁସାରେ,ମୁନାୱରଙ୍କୁ ପ୍ରଥମେ ସହ ବାଦ୍ଧକ୍ୟ ସମସ୍ୟାରେ ସମ୍ମୁଖୀନ ହୋଇଥିଲେ । କେବଳ ଏତିକି ନୁହେଁ ତାଙ୍କୁ ମଲ୍ଟି ଅର୍ଗାନ ଡିଫିକଲଟିଜ ମଧ୍ୟ ଭୋଗିବାକୁ ପଡୁଛି । ତେଣୁ ଆଜି ତାଙ୍କର ସର୍ଜରୀ ପରେ ପରବର୍ତ୍ତୀ ଚିକିତ୍ସା ବିଷୟରେ ଚିନ୍ତା କରାଯିବ ।
More From
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications