Get Updates
Get notified of breaking news, exclusive insights, and must-see stories!

ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଟ୍ରୋଲ ହେଲେ ଇଶା ଗୁପ୍ତା ,ବୋଲ୍ଡ ଅନ୍ଦାଜରେ ନଜର ଆସିଲେ

Esha Gupta Troll :ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଟ୍ରୋଲ ହେଲେ ଇଶା ଗୁପ୍ତା ,ବୋଲ୍ଡ ଅନ୍ଦାଜରେ ନଜର ଆସିଲେ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଇଶା ଗୁପ୍ତା ନିଜ ବୋଲ୍ଡ ଏବଂ ସେକ୍ସି ଭିଡିଓ ଏବଂ ଫଟୋପାଇଁ ଚର୍ଚ୍ଚାରେ ରହିଥାନ୍ତି । ଇଶା ଇଣ୍ଡଷ୍ଟ୍ରିର ହଟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ଅଭିନେତ୍ରୀ ମଧ୍ୟ ତାଙ୍କ ଫିଟନେସର ପୁରା ଯତ୍ନ ନିଅନ୍ତି ଏଥିପାଇଁ ସେ ନିୟମିତ ବ୍ୟାୟାମ କରନ୍ତି, ଯାହାକୁ ପ୍ରଶଂସକମାନେ ମଧ୍ୟ ବହୁତ ପସନ୍ଦ କରନ୍ତି । ହେଲେ ନିକଟରେ ଇଶା ତାଙ୍କର ଏକ ୱାର୍କଆଉଟ୍ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ଟ୍ରୋଲର ଶିକାର ହୋଇଛନ୍ତି ।

esha

ଅଭିନେତ୍ରୀଙ୍କ ପ୍ରଶଂସକମାନେ ତାଙ୍କ ୱାର୍କଆଉଟ୍ ଭିଡିଓକୁ ନୁହେଁ, ବରଂ ଭିଡିଓ ସେୟାର କରିବା ପାଇଁ ବ୍ୟବହୃତ ଗୀତକୁ ବିରୋଧ କରୁଛନ୍ତି ଏବଂ ଏହା ତାଙ୍କ ଆସ୍ଥା ଓ ବିଶ୍ୱାସ କ୍ଷତି ପହଞ୍ଚାଉଛି ବୋଲି କହିଛନ୍ତି ପ୍ରଶଂସକ । ବାସ୍ତବରେ ଇଶା ତାଙ୍କ ଜିମରୁ ଏକ ୱାର୍କଆଉଟ୍ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଷ୍ଟ୍ରେଚ୍ କରୁଛନ୍ତି ଏବଂ ଜଣେ ବ୍ୟକ୍ତି ତାଙ୍କ ଉପରେ ବ୍ୟାକ୍ ଫ୍ଲିପ୍ କରୁଛନ୍ତି । ଲୋକମାନେ ଅଭିନେତ୍ରୀଙ୍କ ୱାର୍କଆଉଟର ପ୍ରଶଂସା କରୁଛନ୍ତି ହେଲେ ଏଥିରେ ବ୍ୟବହାର ହୋଇଥିବା ଭଗବାନ ଶିବଙ୍କର ଗୀତକୁ ହଟାଇବା ପାଇଁ ଡିମାଣ୍ତ କରାଯାଉଛି ।

ଇଶାଙ୍କୁ ବବି ଦେଓଲଙ୍କ ସବୁଠାରୁ ଲୋକପ୍ରିୟ ୱେବସିରିଜ୍ 'ଆଶ୍ରମ'ର ତୃତୀୟ ସିଜନ୍' ଆଶ୍ରମ 3'ରେ ଦେଖିବାକୁ ମିଳିଥିଲା। ଏହି ୱେବସିରିଜରେ ଅଭିନେତ୍ରୀଙ୍କୁ ବୋଲ୍ଡ ଅନ୍ଦାଜରେ ଦେଖିବା ପାଇଁ ମିଳିଥିଲା । ସୂଚନା ରହିଛି ଯେ ଅଭିନେତ୍ରୀ ହେରା ଫେରିର ତୃତୀୟ ଭାଗରେ ନଜର ଆସିପାରନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+