ଈଶା ଗୁପ୍ତା ଫିଟନେସ୍ ମନ୍ତ୍ର ,ବୋଲ୍ଡ ଅନ୍ଦାଜରେ ନଜର ଆସିଲେ ଈଶା
Esha Gupta has shared a latest Work Out video on her official Instagram handle.ଈଶା ଗୁପ୍ତା ଫିଟନେସ୍ ମନ୍ତ୍ର ,ବୋଲ୍ଡ ଅନ୍ଦାଜରେ ନଜର ଆସିଲେ ଈଶା
ମୁମ୍ବାଇ:ହିନ୍ଦୀ ସିନେମାର ସୁନ୍ଦର ଅଭିନେତ୍ରୀ ଈଶା ଗୁପ୍ତା ।ସୁନ୍ଦରତା ସହ ସେ ନିଜ ଫିଟନେସ ପାଇଁ ମଧ୍ୟ ବେଶ ଚର୍ଚ୍ଚାରେ ରହିଥାନ୍ତି ଈଶାଙ୍କ ଅନେକ ୱାର୍କ ଆଉଟ୍ ଭଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ।ନିକଟରେ ହିଁ ଅଭିନେତ୍ରୀ ନିଜର ଆଉ ଏକ ୱାର୍କ ଆଉଟ୍ ଭିଡିଓ ସେୟାର କରିଛନ୍ତି ।ଯେଉଁଥିରେ ସେ ଜିମରେ କଡା ପରିଶ୍ରମ କରୁଥିବାର ନଜର ଆସୁଛନ୍ତି ।
ବଲିଉଡର ସୁନ୍ଦର ଅଭିନେତ୍ରୀଙ୍କ ମଧ୍ୟରୁ ଈଶା ଗୁପ୍ପା ଜଣେ ।କିଛି ସମୟ ପୂର୍ବରୁ ଇଶା ନିଜ ଜିମ୍ ଟ୍ରେନରଙ୍କ ସହ ଏକ ଭିଡିଓ ପୋଷ୍ଟ କରିଛନ୍ତି ।ଯେଉଁଥିରେ ସେ ୱାର୍କ ଆଉଟ୍ କରୁଥିବାର ନଜର ଆସୁଛନ୍ତି ।ଭିଡିଓରେ ଭିନ୍ନ ଭିନ୍ନ ଷ୍ଟାଇଲ୍ ର ୱାର୍କ ଆଉଟ୍ କରୁଛନ୍ତି ଈଶା ଯାହା ତାଙ୍କ ଫିଟ୍ ନେସର ରହସ୍ୟ ମଧ୍ୟ ଜାଣି ପାରିଛନ୍ତି ଫ୍ୟାନ୍ସ ।

ଈଶା ଗୁପ୍ତାଙ୍କ ଏହି ୱାର୍କଆଉଟ୍ ଭିଡିଓ ସୋସିଆଲ ମିଡିଆରେ ଆସିବା ମାତ୍ରେ ଭାଇରାଲ ହେବାରେ ଲାଗିଛି । ପ୍ରଶଂସକ ମାନେ ଈଶା ଗୁପ୍ତାଙ୍କ ଏହି ଭିଡିଓରେ ଲାଇକ୍ ଓ କମେଣ୍ଟର ବର୍ଷା ଆରମ୍ଭ କରିଦେଇଛନ୍ତି । ତେବେ ସୋସିଆଲ ମିଡିଆରେ ଈଶା ଖୁବ ଆକ୍ଟିଭ୍ ରୁହନ୍ତି । ଜନ୍ନତ-୨, ରୁଷ୍ତମ, କମାଣ୍ଡୋ-୨ ଭଳି ହିଟ୍ ଚଳଚ୍ଚିତ୍ରରେ ଈଶା ନିଜର ଅଭିନୟ ଦ୍ବାରା ଫ୍ୟାନ୍ସଙ୍କ ହୃଦୟ ଜିତିଛନ୍ତି ।ଫିଲ୍ମ ଅପେକ୍ଷା ଈଶା ତାଙ୍କର ହଟ ଫଟୋ ବୋଲ୍ଡ ଲୁକ୍ ଏବଂ ଫିଟନେସ ପାଇଁ ପ୍ରଶଂସକଙ୍କ ମଧ୍ୟରେ ଲୋକପ୍ରିୟ












Click it and Unblock the Notifications