ବିବାହ କଲେ ଗୋପି ବୋହୂ, ସେୟାର କଲେ ସ୍ୱାମୀଙ୍କ ସହ ଫଟୋ

ବିବାହ କଲେ ଗୋପି ବୋହୂ, ସେୟାର କଲେ ସ୍ୱାମୀଙ୍କ ସହ ଫଟୋ

ମୁମ୍ବାଇ: ପ୍ରସିଦ୍ଧ ଟିଭି ଅଭିନେତ୍ରୀ ଦେଭୋଲିନା ଭଟ୍ଟାଚାର୍ଯ୍ୟ ନିଜ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଅଭିନେତ୍ରୀ ନିଜ ସ୍ୱାମୀଙ୍କ ଫଟୋ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି ଏବଂ ଫ୍ୟାନ୍ସଙ୍କ ଦ୍ୱନ୍ଦ ଦୂର କରିଛନ୍ତି । ନିଜ ଇନଷ୍ଟାଗ୍ରାମରେ ଏହି ଫଟୋ ସେୟାର କରି ଦେବୋଲିନା ଲେଖିଛନ୍ତି ମୋ ଯନ୍ତ୍ରଣା ଓ ପ୍ରାର୍ଥନାର ଉତ୍ତର ତୁମେ...ମୁଁ ତୁମକୁ ଭଲ ପାଏ ଶୋନୁ ..


ଦେଭୋଲିନା ଇନଷ୍ଟଗ୍ରାମରେ ପ୍ରଥମ ଥର ତାଙ୍କ ସ୍ୱାମୀଙ୍କ ଫଟୋ ସେୟାର କରିଛନ୍ତି ।ଏହି ଫଟୋରେ ସେ ଲାଲ୍ ଶାଢୀରେ ବଧୂ ବେଶରେ ସେଜେଇ ହୋଇଛନ୍ତି । ତେବେ ଏହା ପୂର୍ବରୁ ମଧ୍ୟ ସୋଶାଲ ମିଡିଆରେ ତାଙ୍କ ହଲଦି ଓ ମେହେନ୍ଦିର ଫଟୋ ଭାଇରାଲ ହୋଇଥିଲା । ସେ ତାଙ୍କ ଅନସ୍କ୍ରିନ୍ ଦିଅର ବିଶାଲ ସିଂଙ୍କୁ ବିବାହ କରୁଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା ହେଲେ ସେ ନିଜ ଜିମ୍ ଟ୍ରେନରଙ୍କୁ ବିବାହ କରିଥିବା ନେଇ ସୂଚନା ରହିଛି । ଫଟୋ ସେୟାର କରି ସମସ୍ତ କନଫ୍ୟୁଜକୁ ଦୂର କରିଛନ୍ତି । ଲୋକପ୍ରିୟ ଟେସି ସିରିଏଲ୍ 'ସାଥିଆ'ରେ ଗୋପି ବୋହୂ ସାଜି ସେ ହଜାର ହଜାର ଲୋକଙ୍କ ମନ ଜିଣିଥିଲେ ।

Devoleena Bhattacharjee
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+