ପରଲୋକରେ 'ଏକ ହଜାରୋଁ ମୈ ମେରୀ ବେହେନା ହୈ' ର ଅଭିନେତ୍ରୀ ତରଲା ଯୋଶୀ
ପରଲୋକରେ ବରିଷ୍ଠ ଅଭିନେତ୍ରୀ ତରଲା ଯୋଶୀ
ନୂଆଦିଲ୍ଲୀ: ପରଲୋକରେ ବରିଷ୍ଠ ଅଭିନେତ୍ରୀ ତରଲା ଯୋଶୀ। ହୃଦ୍ଘାତ ଯୋଗୁ ରବିବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଷ୍ଟାର୍ପ୍ଲସରେ ପ୍ରସାରିତ ଲୋକପ୍ରିୟ ସିରିଏଲ 'ଏକ୍ ହଜାରୋଁ ମୈ ମେରୀ ବେହେନା ହୈ'ରେ ଦାଦୀ ଭୂମିକାରେ ଅଭିନୟ କରିଥିଲେ। ଏଥିରେ ତାଙ୍କ ଅଭିନୟ ବେଶ୍ ପ୍ରଶଂସା ମଧ୍ୟ କରାଯାଇଥିଲା।













Click it and Unblock the Notifications