ଇଦ୍ ଉଲ୍ଲ ଜୁହା ଅବସରରେ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି

ଇଦ୍ ଉଲ୍ଲ ଜୁହା ଅବସରରେ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି

ମୁମ୍ବାଇ:ଆଜି ସାରା ଦେଶରେ ବକ୍ରିଦ ପର୍ବ ପାଳନ କରାଯାଉଛି। ପବିତ୍ର ରମଜାନ୍ ମାସର ଠିକ୍ ୭୦ ଦିନ ପରେ, ବକ୍ରିଦ ପର୍ବକୁ ବେଶ ଧୂମଧାମରେ ପାଳନ କରାଯାଏ । କେବଳ ସାଧାରଣ ଲକୋ ନୁହଁନ୍ତି ସେଲିବ୍ରିଟିମାନେ (Bollywood Celebrities Eid) ମଧ୍ୟ ଇଦକୁ ସେଲିବ୍ରେଟ କରୁଛନ୍ତି । ଟେଲିଭିଜନ ଓ ବଲିଉଡ ଅନେକ ସେଲିବ୍ରିଟି ଫ୍ୟାନ୍ସଙ୍କୁ ଇଦ୍ ଶୁଭେଚ୍ଛା ଜଣାଇଛନ୍ତି । ଆଜି ଦିଲ୍ଲୀ ଲୌକ୍ଷ୍ନ , ମୁମ୍ବାଇ ,ଭୋପାଳ ସହ ଭାରତର ଅନେକ ସହରରେ ପାଳନ ହେଉଛି ଇଦ୍ ।

EID

ଇଦ୍ ର ଶୁଭ ଅବସରରେ ବଲିଉଡ ଅଭିନେତ୍ରୀ ହୁମା କୁରେଶିଙ୍କ ଠାରୁ ହିନା ଖାନଙ୍କ ପର୍ଯ୍ୟନ୍ତ ଅନେକ ଅଭିନେତ୍ରୀ ଇଦ୍ ରଙ୍ଗରେ ସେଜେଇ ହୋଇହେବା ସହ ପ୍ରଶଂସକମାନଙ୍କୁ ଶୁଭେଚ୍ଛା ବାର୍ତ୍ତା ପାଠଛନ୍ତି । ଇଦ୍ ଅବସରରେ ହିନା ଖାନ ପାରମ୍ପାରିକ ଲୁକରେ ନଜର ଆସିଲେ । ହିଜାବ ପିନ୍ଧିଥିବା ହିନାଙ୍କର ଫଟୋକୁ ସୋସିଆଲ ମିଡିଆରେ ଖୁବ ପ୍ରଶଂସା କରାଯାଉଛି ।ଏହି ବିଶେଷ ଉତ୍ସବରେ ନିଜ ପିତାଙ୍କୁ ମନେ ପକାଇଲେ ହିନା ।

hina khan

ବକ୍ରିଦ ଅବସରରେ ଶାମା ସିକନ୍ଦର ଏକ ସୁନ୍ଦର ସବୁଜ ରଙ୍ଗର ଅନାରକଲି ସୁଟ ପିନ୍ଧିଥିବାର ନଜର ଆସିଛନ୍ତି, ଏହାସହ ଅଭିନେତ୍ରୀ କ୍ୟାପସନରେ ତାଙ୍କ ପ୍ରଶଂସକଙ୍କୁ ଇଦ୍ ର ଶୁଭେଚ୍ଛା ପଠାଇଛନ୍ତି।

ବଲିଉଡ ଅଭିନେତ୍ରୀ କିରନ୍ ଖେର ମଧ୍ୟ ପ୍ରଶଂସକମାନଙ୍କୁ ଏକ ବିଶେଷଢଙ୍ଗରେ ଶୁଭକାମନା ଜଣାଇଛନ୍ତି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+