ଡ୍ରଗ୍ସ ମାମଲାରେ ଅଭିନେତା ବିବେକ ଓବରୟଙ୍କ ଶଳା ଗିରଫ : 4 ମାସ ହେଲା ଫେରାର୍ ଥିଲେ
ବଲିଉଡ୍ ଅଭିନେତା ବିବେକ ଓବରୟଙ୍କ ଶଳା ଅଦିତ୍ୟ ଓବ୍ଲାଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରାଯାଇଛି ।
ଚେନ୍ନାଇ : Vivek Oberoi Brother in Law Arrested । ବଲିଉଡ୍ ଅଭିନେତା ବିବେକ ଓବରୟଙ୍କ ଶଳା ଅଦିତ୍ୟ ଓବ୍ଲାଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରାଯାଇଛି । ସ୍ୟାଣ୍ଡେଲଉଡ୍ ଡ୍ରଗ୍ସ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଗତବର୍ଷ ସେପ୍ଟେମ୍ବର ଠାରୁ ଆଦିତ୍ୟଙ୍କ ନାଁରେ ଏହି ମାମଲା ଚାଲୁଥିଲା । ତେବେ ବେଙ୍ଗାଲୁରୁ ପୁଲିସର କ୍ରାଇମବ୍ରାଞ୍ଚ ସୋମବାର ଦିନ ଚେନ୍ନାଇରୁ ତାଙ୍କୁ ଗିରଫ କରିଛି । ଏହାପୂର୍ବରୁ ଆଦିତ୍ୟ ତାଙ୍କ ନାଁରେ ହୋଇଥିବା ମାମଲାକୁ ରଦ୍ଦ କରିବା ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ।













Click it and Unblock the Notifications