Get Updates
Get notified of breaking news, exclusive insights, and must-see stories!

ହସ୍ପିଟାଲରେ ଭର୍ତ୍ତି ହେଲେ ଦିଲ୍ଲୀପ କୁମାର, ଜାଣନ୍ତୁ କେମିତ ଅଛି ସ୍ବାସ୍ଥ୍ୟବସ୍ଥା

ହସ୍ପିଟାଲରେ ଭର୍ତ୍ତି ହେଲେ ଭେଟେରାନ ଅଭିନେତା ଦିଲୀପ କୁମାର । ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମୁମ୍ବାଇ: ହସ୍ପିଟାଲରେ ଭର୍ତ୍ତି ହେଲେ ଭେଟେରାନ ଅଭିନେତା ଦିଲୀପ କୁମାର । ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୁହାଯାଉଛି ଯେ, ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତର ଜଲାଲ ପାରକର ତାଙ୍କ ଚିକିତ୍ସା କରୁଥିବା ସୂଚନା ମିଳିଛି ।

 Dilip Kumar

ବର୍ତ୍ତମାନ ଡାକ୍ତରଖାନାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା କୁ ମନିଟର କରାଯାଉଛି । ଆଗରୁ ମଧ୍ୟ ଦିଲ୍ଲୀପ କୁମାର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପୂର୍ବ ମାସରେ ହିନ୍ଦୁଜା ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା ।

ସୂଚନା ମୁତାବକ, କରୋନା ଯୋଗୁଁ ୯୮ ବର୍ଷୀୟ ଦିଲୀପ କୁମାର ଘରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ପୂରା ସତର୍କତାର ସହ ରହୁଛନ୍ତି । କରୋନା ଯୋଗୁଁ ଚଳିତ ବର୍ଷ ସେ ନିଜ ଜନ୍ମ ଦିନ ମଧ୍ୟ ପାଳନ କରିନାହାନ୍ତି । ଗତ ୨୦୨୦ରେ କରୋନା ସଂକ୍ରମଣରେ ଦିଲୀପଙ୍କ ଦୁଇ ଭାଇଙ୍କ ଦେହାନ୍ତ ହୋଇଥିଲା । ତେଣୁ ଗତ ବର୍ଷ ମାର୍ଚ୍ଚ ମାସରୁ ପତ୍ନୀ ସାଏରା ବାନୋଙ୍କ ସହ ମିଶି ଦିଲୀପ କ୍ୱାରେଣ୍ଟାରଇନରେ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+