ଚର୍ଚ୍ଚାରେ ସୋନାକ୍ଷୀ ସିହ୍ନାଙ୍କ ନୂଆ ଲୁକ୍ ,ଭାଇରାଲ ହେଲା ଫଟୋ
Difficult to recognize Sonakshi Sinha's ଚର୍ଚ୍ଚାରେ ସୋନାକ୍ଷୀଙ୍କ ନ୍ୟୁ- ଲୁକ୍ । ବିଟାଉନର ଗ୍ଲାମରିୟସ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ସୋସିଆଲ ମିଡିଆରେ ଖୁବ ଆକ୍ଟିଭ୍ ରୁହନ୍ତି। କିଛି ନା କିଛି ଅବଡେଟ୍ ପୋଷ୍ଟ ସେ ନିଜ ଫ୍ୟାନ୍ସଙ୍କ ସହ ସେୟାର କରନ୍ତି
ମୁମ୍ବାଇ:ଚର୍ଚ୍ଚାରେ ସୋନାକ୍ଷୀଙ୍କ ନ୍ୟୁ- ଲୁକ୍ । ବିଟାଉନର ଗ୍ଲାମରିୟସ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ସୋସିଆଲ ମିଡିଆରେ ଖୁବ ଆକ୍ଟିଭ୍ ରୁହନ୍ତି। କିଛି ନା କିଛି ଅବଡେଟ୍ ପୋଷ୍ଟ ସେ ନିଜ ଫ୍ୟାନ୍ସଙ୍କ ସହ ସେୟାର କରନ୍ତି ।କିଛି ଦିନ ତଳେ ନିଜ ଏନଗେଜଣ୍ଟକୁ ନେଇ ଚର୍ଚ୍ଚାରେ ଥିବା ବେଳେ ଏବେ ତାଙ୍କ କିଛି ଫଟୋ ସୋସିଆଲ ମିଡିଆରେ ହେଉଛି ଭାଇରାଲ । ଯେଉଁଥିରେ ସେ ୱିଗ୍ ଲାଗାଇଛନ୍ତି । ବ୍ଳଣ୍ଡ ହେୟାରରେ ସୋନାକ୍ଷୀଙ୍କର ଭିନ୍ନ ଲୁକକୁ ପସନ୍ଦ କରୁଛନ୍ତି ଫ୍ୟାନ୍ସ । ନିଜ ଇନଷ୍ଟାଗ୍ରାମ ଏକାଉଣ୍ଟରେ ସୋନାକ୍ଷୀ ଦୁଇଟି ଫଟୋ ପୋଷ୍ଟ ।ଯେଉଁଥିରେ ଫ୍ୟାନ୍ସଙ୍କର ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ ଦେଖିବା ମିଳିଛି । ହେଲେ ସବୁଠୁ ଅଧିକ ଚର୍ଚ୍ଚା ହୁମା କୁରେସୀଙ୍କ କମେଣ୍ଟକୁ ନେଇ ହେଉଛି । ସୋନାକ୍ଷୀଙ୍କ ଫଟୋରେ ସେ ଭୟଙ୍କର ବୋଲି ଲେଖିଛନ୍ତି ।
ସୋନାକ୍ଷୀ ନିଜ କେଶକୁ ମ୍ୟାଚ କରିବା ପରି ଏକ ଡ୍ରେସ ମଧ୍ୟ ପିନ୍ଧିଛନ୍ତି । ନିୟୁଡ୍ ଲିପଷ୍ଟିକ୍ ସହ ସ୍ମୋକି ଆଇ ମେକଅପ୍
ତାଙ୍କ ଲୁକକୁ ଆଉ ଟିକେ ଆକର୍ଷଣୀୟ କରୁଛି । ତେବେ ସୋନାକ୍ଷୀଙ୍କର ଏହି ଲୁକକୁ ସୋସିଆଲ ମିଡିଆରେ ଖୁବ
ପସନ୍ଦ କରୁଛନ୍ତି ଫ୍ୟାନ୍ସ ।













Click it and Unblock the Notifications