Get Updates
Get notified of breaking news, exclusive insights, and must-see stories!

ପତ୍ନୀ ନତାସାଙ୍କୁ ଧୋକା ଦେଲେ ହାର୍ଦ୍ଦିକ ପାଣ୍ତ୍ୟା !

Hardik Pandya Natasa Stankovic: କିଛି ଦିନ ହେବ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି । ବିବାହ ମାତ୍ର ଚାରି ବର୍ଷ ପରେ ଉଭୟ ପରସ୍ପରଠୁ ଅଲଗା ହୋଇଛନ୍ତି । ଏଭଳି ପରିସ୍ଥିତିରେ ବିବାହ ଭାଙ୍ଗିବା ପାଇଁ ନତାଶାଙ୍କୁ ଅନେକ ଥର ଦାୟୀ କରାଯାଇଛି। ହେଲେ ପ୍ରକୃତରେ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ କିଛି ଲୋକ ଏଥି ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ଦାୟୀ କରୁଛନ୍ତି ।


Reddit'ରେ ଜଣେ ଉପଭୋକ୍ତା ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ କୁହାଯାଇଛି ଯେ ହାର୍ଦ୍ଦିକ ପାଣ୍ଡ୍ୟା ନତାଶାଙ୍କୁ ଧୋକା ଦେଇଛନ୍ତି । ସୋସିଆଲ ମିଡିଆରେ ଏହି ପୋଷ୍ଟ ସେତେବେଳେ ଭାଇରାଲ ହେବାରେ ଲାଗିଥିଲା ଯେତେବେଳେ ନତାଶା ଏହି ପୋଷ୍ଟକୁ ଲାଇକ୍ କରିଥିଲେ । ଜଣେ ଉପଭୋକ୍ତା ଇନଷ୍ଟାଗ୍ରାମରେ ନତାଶା ପସନ୍ଦ କରୁଥିବା ପୋଷ୍ଟର ସ୍କ୍ରିନସଟ ସେୟାର କରିଛନ୍ତି। ସେହି ପୋଷ୍ଟରେ 'ପ୍ରତାରଣା', 'ବିଷାକ୍ତ ସମ୍ପର୍କ' ଏବଂ ଆହୁରି ଅନେକ କଥା ଲେଖାଯାଇଛି । ହାର୍ଦ୍ଦିକ ପାଣ୍ଡ୍ୟା ନତାଶାଙ୍କୁ ଧୋକା ଦେଇଛନ୍ତି ବୋଲି ଅନେକ ଦାବି କରୁଛନ୍ତି ।

Hardik Pandya

ଜଣେ ୟୁଜର୍ ସୋସିଆଲ ମିଡିଆରେ ଏହି ପୋଷ୍ଟ ସେୟାର କରି 'କ୍ୟାପସନ'ରେ ଲେଖିଛନ୍ତି 'ନତାଶା ଧୋକାଏବଂ ଇମୋସନାସ ଆବ୍ୟୁଜ ଉପରେ ପ୍ରସ୍ତୁକ ହୋଇଥିବା ଏହି ରିଲ୍ ପସନ୍ଦ କରିଛନ୍ତି, ବୋଧହୁଏ ହାର୍ଦ୍ଦିକ ତାଙ୍କୁ ଧୋକା ଦେଇଛନ୍ତି । ଯାହା ଉଭୟଙ୍କ ଛାଡପତ୍ରର କାରଣ ।

ଏହି ପୋଷ୍ଟରେ ବହୁତ ପ୍ରଶଂସକଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବା ପାଇଁ ମିଳିଛି ଏବଂ ଖୁବ୍ ଭାଇରା ହେବାରେ ଲାଗିଛି । ହେଲେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ନିରବତା ବଜାୟ ରଖିଛନ୍ତି। ସେ ସର୍ବସାଧାରଣରେ କାହାକୁ କିଛି କହି ନାହାଁନ୍ତି କିମ୍ବା ଛାଡପତ୍ରର ପ୍ରକୃତ କାରଣ ମଧ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ହାର୍ଦ୍ଦିକ ନିଜେ ସୋସିଆଲ ମିଡିଆରେ ଡିଭୋର୍ସ ବିଷୟରେ ସୂଚନା ଦେଇଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+