ସିନେପ୍ରେମୀଙ୍କ ଖୁସି ଖବର, ଓଟିଟି'ପ୍ଲାଟଫର୍ମରେ ରିଲିଜ୍ ହେବ 'ଦେବରା: ପାର୍ଟ 1'
Devara Part 1 OTT Release: Jr NTR, ଜାହ୍ନବୀ କପୁକ ଓ ସୈଫ ଅଲି ଖାନଙ୍କ ଅଭିନୀତ 'ଦେବରା: ପାର୍ଟ 1' ସେପ୍ଟେମ୍ବର 27 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ବେଶ୍ ଭଲ ଆୟ କରିଥିଲା । ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବା ପାଇଁ ଯାଉଛି । ଆସନ୍ତୁ ଜାଣିବା ଏହି ଚଳଚ୍ଚିତ୍ରଟି କେବେ ଓ କେଉଁ OTT'ରେ ହେବ ରିଲିଜ୍ ।

ତେବେ ଯେଉଁ ମାନେ ଥିଏଟରରେ ଜୁନିଅର NTR"ଙ୍କର 'ଦେବରା: ପାର୍ଟ -1' ଦେଖିପାରିନଥିଲେ ବର୍ତ୍ତମାନ ସେମାନଙ୍କ ପାଇଁ ଖୁସି ଖବର । ଏହି ଚଳଚ୍ଚିତ୍ରଟି ବର୍ତ୍ତମାନ OTT ପ୍ରିମିୟର୍ ପାଇଁ ପ୍ରସ୍ତୁତ ହେଉଛି । ଦେବରା:ପାର୍ଟ -1' ନଭେମ୍ବର 8 ରୁ ନେଟଫ୍ଲିକ୍ସରେ ମୁକ୍ତି ଲାଭ କରିବ । ଏହା ସମସ୍ତ ଭାଷାରେ ମୁକ୍ତିଲାଭ କରିବ । ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମରେ ଷ୍ଟ୍ରିମିଂ ହେବ ।












Click it and Unblock the Notifications