ଦିଲ୍ଲୀ ଟ୍ରାଫିକ୍ ଲାଇଟରେ ନଜର ଆସିବେ କରୀନା
Delhi traffic police new experients on traffic signals by posing poo (Kareena's) photos on red light ...ଦିଲ୍ଲୀ ଟ୍ରାଫିକ୍ ଲାଇଟରେ ନଜର ଆସିବେ କରୀନା
ନୂଆଦିଲ୍ଲୀ: ଏଥର ଟ୍ରାଫିକା ରେଡ୍ ଲାଇଟ୍ ରେ ଦେଖିବା ପାଇଁ ମିଳିବ ପୁ'ଙ୍କ ଜଲୱା ଅର୍ଥାତ୍ କରୀନାଙ୍କ ଜଲୱା । ଏଣିକି କରୀନା କରିବେ ଲୋକଙ୍କୁ ସଚେତନ । ଶନିବାର ହଠାତ୍ ଦିଲ୍ଲୀର ଟ୍ରାଫିକ୍ ଅଟକିଯାଇଥିଲା । ଲୋକଙ୍କୁ ଚିନ୍ତାରେ ପକାଇଥିଲା ଟ୍ରାଫିକର ରେଡ୍ ଲାଇଟ୍ । କାରଣରେ ରେଡ୍ ଲାଇଟ୍ ରେ ନଜର ଆସିଥିଲେ କଭି ଖୁସି କଭି ଗମ୍ ର କରୀନାଙ୍କର ପୁ'ଅବତାର । ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତେବେ ଦିଲ୍ଲୀ ଟ୍ରାଫିକକୁ କଣ୍ଟ୍ରୋଲ କରିବା ପାଇଁ ଓ ଟ୍ରାଫିକ୍ ପୋଷ୍ଟରେ ଅଟକାଇବା ପାଇଁ ଏହା ଥିଲା ପୋଲିସର ଅଭିନବ ଉପାୟ ।ଅନେକ ସମୟରେ ଲୋକଙ୍କୁ ସଚେତନ କରିବା ପାଇଁ ଦିଲ୍ଲୀ ପୋସିଲ୍ ବିଭିନ୍ନ ଉପାୟ ଆପଣାଇଥାଏ ହେଲେ ଏହି ତପିକା ଥିଲା କିଛି
ଭିନ୍ନ । ଯାହାକୁ ନେଇ ଏବେ ଚର୍ଚ୍ଚା ।ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି କରିନାଙ୍କର ଏହି ଫଟୋ ।ତେବେ ଦିଲ୍ଲୀ ପୋଲିସର ଏହି କ୍ରିଏଟିଭ୍ ଆଇଡିଆ ଦେଖି ନିଜେ କରିନା ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିବେ ।ଅନେକ ପୋଲିସର ଏହି ପଦକ୍ଷପକୁ ପ୍ରଶଂସା ମଧ୍ୟ କରୁଛନ୍ତି ।

Delhi Police ropes in Kareena Kapoor's 'Poo' to stop people from jumping red lights
Read @ANI Story | https://t.co/XDHYgTwaF3#DelhiPolice #TrafficRules #redlight #KareenaKapoorKhan pic.twitter.com/DHn791kab5
— ANI Digital (@ani_digital) July 16, 2022
ତେବେ ଦିଲ୍ଲୀ ପୋଲିସ ଗଣମାଧ୍ୟମ ସାଇଟରେ ଏଭଳି ପୋଷ୍ଟ କରି ଲୋକଙ୍କୁ ସଚେତନା କରିବାଯାଇଛି ।ରେଡ୍ ଲାଇଟ୍ ଥିଲେ ରାସ୍ତା ପାର ନ କରିବା ପାଇଁ ପରାମର୍ସ ଦିଆଯାଇଛି ।ଏହି ପୋଷ୍ଟରେ ଦେଖିବା ପାଇଁ ମିଳୁଛି ଯେତେବେଳେ ରେଡ୍ ଲାଇଟ୍ ଜଳିବ ସେତେବେଳେ କରୀନାଙ୍କ ପୁ'ଚରିତ୍ର ନଜର ଆସିବ ।ଦିଲ୍ଲୀ ପୋଲିସ ଏହି ଟ୍ୱିଟରେ କରୀନାଙ୍କ ଫୋଟ ସହ ଲେଖଯାଇଛି କିଏ ସେହି ଟ୍ରାଫିକ ଉଲ୍ଲଂଘନ କାରୀ ଯିଏ ପୁ' ଭଳି ତାକୁ ନଜର ଅନ୍ଦାଜ କରିଛି ।ତେବେ ଦିଲ୍ଲୀ ପୋଲିସର ଏହି ଟ୍ୱିଟ୍ ଖୁବା ଭାଇରାଲ ହେବାରେ ଲାଗିଛି ।












Click it and Unblock the Notifications