କାନ୍ସ ଫିଲ୍ମ ଫେଷ୍ଟିଭାଲ, ଫ୍ରାନ୍ସରେ ଦୀପିକା
ଦୀପିକା ଫିଲ୍ମ ଫେଷ୍ଟିଭାଲର 75 ତମ ସଂସ୍କରଣରେ ଜୁରୀ ଭାବେ ଦେଖାଇବେ ଜଲୱା । ବୁଧବାର ଆରମ୍ଭ ହେବ ଏହି ଫେଷ୍ଟିଭାଲ ।
କାନ୍ସ : କାନ୍ସ ଫିଲ୍ମ ଫେଷ୍ଟିଭାଲ 2022 ରେ ସାମିଲ ହେବେ ବଲିଉଡର ଅନେକ ସିତାରା। ମଙ୍ଗଳବାର ଆରମ୍ଭ ହୋଇଛି ଏହି ଫେଷ୍ଟିଭାଲ । ତେବେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟରେ ଫେଷ୍ଟରେ ଭାଗ ନେବାକୁ ଫ୍ରାନ୍ସରେ ପହଞ୍ଚିଛନ୍ତି । ଏଥର ଦୀପିକା ଫିଲ୍ମ ଫେଷ୍ଟିଭାଲର 75 ତମ ସଂସ୍କରଣରେ ଜୁରୀ ଭାବେ ଦେଖାଇବେ ଜଲୱା ।

ଏହାସହ ଫେଷ୍ଟିଭାଲରେ ଅନେକ ଫିଲ୍ମର ସ୍କ୍ରିନିଂ ହେବା ସହ ଅନିନେତା ଅଭିନେତ୍ରୀଙ୍କ କାର୍ଯ୍ୟ ଦକ୍ଷତା ଅନୁସାରେ ବିଭିନ୍ନ ଆୱାର୍ଡ ପ୍ରଦାନ କରାଯିବା ନେଇ ବ୍ୟବସ୍ଥା କରାଯାଇଛି । ଫିଲ୍ମ ଜଗତର ସଂଗୀତକାର, ଶିଶୁକଳାକାରଙ୍କ ଠାରୁ ଆରମ୍ଭ କରି ସମସ୍ତ କଳାକାର ଏଥିତରେ ସାମିଲ ହେବେ ।












Click it and Unblock the Notifications